ତାଜା ଖବର ରାଜ୍ୟ ଭକ୍ତକବିଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଲା ଉନ୍ମୋଚିତ February 2, 2025 Papirani ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ…
ଖେଳ ତାଜା ଖବର ଇତିହାସ ରାଚିଲା ଭାରତର ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଦଳ; ଜିତିଲା ଟି୨୦ ବିଶ୍ବକପ February 2, 2025 Papirani ଇତିହାସ ରଚିଲା ଭାରତର ୧୯ ବର୍ଷରୁ କମ ମହିଳା କ୍ରିକେଟ୍ ଟିମ୍। ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ଜିତିଲା ଟି୨୦ ବିଶ୍ବକପ । କୁଆଲାଲମ୍ପୁରରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକତରଫା ୯ ୱିକେଟରେ ହରାଇ…
ତାଜା ଖବର ରାଜ୍ୟ ଅନଲାଇନ୍ ବେଟିଂ ଗେମ୍ରେ ପୋଲିସର ଚଢ଼ାଉ; ୫ ଗିରଫ February 2, 2025 Papirani ଅନଲାଇନ୍ ବେଟିଂ ଗେମର ହେଲା ପର୍ଦ୍ଦାଫାସ । ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି ପୋଲିସ। ଯୁବକ ମାନଙ୍କ ମଧ୍ୟରେ ୪ ଜଣ ରାଜ୍ୟ…
ତାଜା ଖବର ରାଜ୍ୟ ଫେବୃଆରୀ ୮ ରେ ମହିଳାମାନଙ୍କୁ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା February 2, 2025 Papirani ଫେବ୍ରୁଆରି ୮ ତାରିଖରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଆସନ୍ତା ୩ ଓ ୪ ତାରିଖରେ ବ୍ୟାଙ୍କ କୁ ଯାଇ…
ତାଜା ଖବର ରାଜ୍ୟ ସିବିଆଇ ଫାଶରେ ଜ୍ୟୋତି ବିହାର ପ୍ରଫେସର February 2, 2025 Papirani ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ।ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (ନାକ) ରେଟିଂ ଲାଞ୍ଚ ମାମଲାରେ ୧୦ଜଣ ଗିରଫ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ୧୦ଜଣଙ୍କ…
ତାଜା ଖବର ଦେଶ ବଜେଟ୍ ୨୦୨୫-୨୬: ଜାଣନ୍ତୁ କେଉଁ ସବୁ ସୁବିଧା ପାଇବେ ଦେଶବାସୀ February 1, 2025 Papirani • ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ • ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୨୨.୭୫ ଲକ୍ଷ ଟଙ୍କା…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ February 1, 2025 Papirani ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ । ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ…
ତାଜା ଖବର ରାଜ୍ୟ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 1, 2025 Papirani ଚଳିତ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏକ୍ସ ଯୋଗେ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ…
ତାଜା ଖବର ଦେଶ ୧୨ ଲକ୍ଷ ଆୟ ଉପରେ ଲାଗିବନି କୌଣସି ଟିକସ February 1, 2025 Papirani ସଂସଦରେ ସାଧାରଣ ବଜେଟ୍ ୨୦୨୫ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତ ବର୍ଗଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ…
ତାଜା ଖବର ଦେଶ ସବୁ ଜିଲ୍ଲା ହସ୍ପିଟାଲ୍ରେ ରହିବ କ୍ୟାନ୍ସର ଚିକିତ୍ସା February 1, 2025 Papirani ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଛି । ବଜେଟ୍ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଏକ ଗୁରୁତ୍ବ ସୂଚନା ଦେଇଛନ୍ତି। କର୍କଟ ଏକ ଗମ୍ଭୀର ଏବଂ ଭୟାନକ ରୋଗ । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଥିବା…