ତାଜା ଖବର ରାଜନୀତି ରାଜ୍ୟ ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା April 2, 2025 Papirani ଅନାସ୍ଥାରେ ହାରିଲେ ବ୍ୟାସନଗର ବିଜେଡି ପୌରାଧ୍ୟକ୍ଷା। ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ହାରିଲେ । ଅନାସ୍ଥା ସପକ୍ଷରେ ୨୦ଟି ଭୋଟ୍ ପଡ଼ିଥିଲା। ଏଥିରେ ୬ ଜଣ କାଉନସିଲର ଅନୁପସ୍ଥିତ ଥିଲେ। ସେଥି ମଧ୍ୟରୁ ବିଜେଡିରୁ ୪ ଜଣ, କଂଗେସରୁ ଜଣେ ଓ…
ତାଜା ଖବର ରାଜ୍ୟ କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲା: କିଟ୍ ବିରୋଧରେ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା April 2, 2025 Papirani କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲାରେ କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା । କିଟକୁ ଏହି ଘଟଣା ପାଇଁ ଦାୟୀ କରି ସେ କହିଛନ୍ତି କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଛି । ଏ ସବୁ…
ତାଜା ଖବର ରାଜ୍ୟ ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍: ପୃଥ୍ବୀରାଜ ହରିଚନ୍ଦନ April 2, 2025 Papirani ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର ଯୋଗୁଁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପାଇଁ ଉତ୍ତର ରଖିଛନ୍ତି…
ତାଜା ଖବର ରାଜ୍ୟ ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର April 2, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା ଧାନକିଣା ପ୍ରସଙ୍ଗ। ଚଳିତ ବର୍ଷ ସରକାର କିଣିଛନ୍ତି ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଗତ ବର୍ଷ ଅପେକ୍ଷା ୨୬…
ତାଜା ଖବର ରାଜ୍ୟ କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ April 2, 2025 Papirani ଆଜି କୁନି କୁନି ପିଲାଙ୍କ ପାଇଁ ଅନୁଷ୍ଠିତ ହୋଇଛି ଖଡ଼ି ଛୁଆଁ କାର୍ଯ୍ୟକ୍ରମ । ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯାଇଛି। ଆଜି ଭୁବନେଶ୍ବରର ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜନୀତି ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍ April 2, 2025 Papirani ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍ ।ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରିବେ ସରକାର । ସମସ୍ତ ରାଜନୈତିକ ଦଳ ସହିତ ବ୍ୟାପକ ପରାମର୍ଶ ପରେ, ଆଜି ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରାଯିବ। ୮…
ତାଜା ଖବର ରାଜ୍ୟ ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ April 1, 2025 Papirani ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ…
ତାଜା ଖବର ବିଶ୍ୱ ବ୍ୟବସାୟ ରାଜ୍ୟ ଓଡ଼ିଶାବାସୀଙ୍କୁ ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ April 1, 2025 Papirani ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ୧୯୩୬ ମସିହା…
ତାଜା ଖବର ବ୍ୟବସାୟ ୪୧ ଟଙ୍କା ଶସ୍ତା କମିଲା କମର୍ସିଆଲ ଗ୍ୟାସ୍ ଦର April 1, 2025 Papirani ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଥିବା ବେଳେ ୪୧ ଟଙ୍କା ଶସ୍ତା ହେଲା ଏଲପିଜି କମର୍ସିଆଲ ଗ୍ୟାସ୍ ଦର । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ ପାଇଛି। ନୂତନ ମୂଲ୍ୟ ଆଜିଠାରୁ…
ତାଜା ଖବର ରାଜନୀତି ରାଜ୍ୟ ଜାତିଗତ ପ୍ରମାଣପତ୍ରରେ ଜାଲିଆତି ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ March 31, 2025 Papirani ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଜାତିଗତ ପ୍ରମାଣପତ୍ରରେ ଜାଲିଆତି ନେଇ ଅଭିଯୋଗକଲା କଂଗ୍ରେସ । ଜାଲ୍ ଜାତି ପ୍ରମାଣପତ୍ର ଦେଇ ପାଠପଢିବାସହ ସରକାରୀ ଚାକିରି, ବିଧାୟକ ପଦ ଓ ଏବେ ମନ୍ତ୍ରୀ ପଦ ହାତେଇଥିବା ଅଭିଯୋଗ ଆଣିଛି…