Category: ତାଜା ଖବର

ନାଁ ନ ନେଇ କିଛି ବିଜେଡି ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ

ୱାକଫ ବିଲ୍ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଉଠିଥିବା ଝଡ ପ୍ରଶମିତ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଦଳର ପରାଜୟର କାରଣ କହିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ…

ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ ।…

ଚଳିତବର୍ଷ ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଆର୍ଥିକ…

୨ ବର୍ଷରେ ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍: ଉପମୁଖ୍ୟମନ୍ତ୍ରୀ

ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଟ୍ରାକ ଉପରେ ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ସିକନ୍ଦର ଫଲକନୁମା ଏକ୍ସପ୍ରେସ୍ । ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା…

ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଧାଡି ଦର୍ଶନ ବ୍ୟବସ୍ଥା

ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜିଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। ଭକ୍ତ ମାନଙ୍କ ଭିଡକୁ ସୁବ୍ୟବସ୍ଥିତ କରିବା ଏବଂ ମନ୍ଦିର ଶୃଙ୍ଖଳା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରସ୍ତାବିତ ଧାଡ଼ି-ଭିତ୍ତିକ ଦର୍ଶନ ବ୍ୟବସ୍ଥା ଚଳିତ ମାସ ଶେଷ ସୁଦ୍ଧା ହେବ…

ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହେଲେ ବିଜେଡିର ଯୁବ ନେତା

ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ…

ନିବେଶକ ସମ୍ମିଳନୀରେ ୧୩ଟି ଏମ୍‌ଓୟୁ ସ୍ବାକ୍ଷରିତ

ଓଡ଼ିଶାରେ ୯୭ ହଜାର କୋଟିର ହେବ ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆଦିଲ୍ଲୀ ଗସ୍ତ ରାଜ୍ୟର ଶିଳ୍ପାୟନର ସ୍ଥିର ବିକାଶକୁ ସୁନିଶ୍ଚିତ କରିଛି । ତେବେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପ ପ୍ରତିନିଧିଙ୍କ ସହିତ…

ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ 

ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ । ଆଉ ଦୁଇଦିନରେ ସରିବ ମାଟ୍ରିକ ଖାତା ଦେଖା । ଏହାରି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟକୁ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଆଉ…

ଆଜିର ସେୟାର ବଜାରରେ ଅଭିବୃଦ୍ଧି; କାଲି ଖସିଥିଲା, ଆଜି ବଢ଼ିଲା

ଗତକାଲି ସେୟାର ବଜାର ଖରାପ ଭାବରେ କ୍ରାସ୍ ହୋଇଥିବା ବେଳେ ଆଜି ବଜାରରେ ବୃଦ୍ଧି ହୋଇଛି। ଏସୀୟ ବଜାରରେ ବୃଦ୍ଧି ଯୋଗୁଁ ଷ୍ଟକ ବଜାରରେ ଏହି ବୃଦ୍ଧି ଘଟିଛି। ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଓ ନିଫଟି ପ୍ରାୟ ୩ ଶହ…