ତାଜା ଖବର ରାଜନୀତି ରାଜ୍ୟ ଦଳକୁ ଫେରିଲେ ନିସର୍ତ୍ତରେ ଗ୍ରହଣ: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ February 12, 2025 Papirani ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସକୁ ମିଳିଲେ ନୂଆ ମୁଖିଆ।ଗତକାଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଥିବା ବେଳେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଉପରୁ…
ତାଜା ଖବର ରାଜ୍ୟ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବିଜ୍ଞପ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ February 12, 2025 Papirani ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ନୂଆ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗୃହ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ରେରା ଆଇନ ପୂର୍ବରୁ ଶେଷ ହୋଇଥିବା…
ତାଜା ଖବର ରାଜ୍ୟ ସ୍ତ୍ରୀର ମାନସିକ ନିର୍ଯ୍ୟାତନା ସହି ନ ପାରି ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା ! February 12, 2025 Papirani ଓଡ଼ିଆ ରାପର୍ ତଥା ଇଞ୍ଜିନିୟର ଅଭିନବ ସିଂହ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁରେ ଭଡ଼ା ଘରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସ୍ତ୍ରୀଙ୍କ ଦ୍ଵାରା ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ…
ତାଜା ଖବର ରାଜ୍ୟ ରାଜା ସ୍ଵାଇଁଙ୍କ ଗାଡ଼ିକୁ ଇଟା ଓ ଅଣ୍ଡାମାଡ February 12, 2025 Papirani ତିଗିରିଆ ବ୍ଲକ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଇଥିବା ବେଳେ ବ୍ଲକ ସମ୍ମୁଖରେ କଟକ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କୁ ବିରୋଧ । ନାରାବାଜି, ଠେଲାପେଲା ସହ ବ୍ଲକ ସମ୍ମୁଖରେ ଦେଖା ଦେଇଛି ଉତ୍ତେଜନା । ଏହି ଉତ୍ତେଜନା…
ତାଜା ଖବର ରାଜ୍ୟ କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟସରକାର February 12, 2025 Papirani କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟସରକାର । ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଦରମା ୫ ହଜାର ଟଙ୍କା ବୃଦ୍ଧି କରିଛନ୍ତି…
ତାଜା ଖବର ଦେଶ ଦେଶରେ ୮୦୫ଟି ଆପ୍ସ ଓ ୩୨୬୬ଟି ୱେବସାଇଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର February 12, 2025 Papirani ସାଇବର କ୍ରାଇମ୍କୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଦେଶରୁ ବ୍ୟାନ ହେଲା ୮୦୫ ଟି ଆପ୍ସ ସହ ୩ହଜାର ୨୬୬ଟି ୱେବସାଇଟ୍ । ସଂସଦୀୟ ଦଳ କମିଟି ନିଷ୍ପତ୍ତି ପରେ ବ୍ୟାନ୍ କଲେ ସରକାର । ବ୍ୟାନ୍ ନେଇ କେନ୍ଦ୍ର…
ତାଜା ଖବର ରାଜ୍ୟ ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ February 12, 2025 Papirani ବିଧାନସଭାରେ ଏବେ ସ୍ମାର୍ଟ ହେବେ ବିଧାୟକ। ବିଧାନସଭାରେ ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ୍ । ଯାହା ଫଳରେ ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ। ଆଜି ପେପର୍ ଲେସ୍ ବିଧାନସଭା ଉଦଘାଟନ ହୋଇଛି । ବିଧାନସଭା ଗୃହରେ…
ତାଜା ଖବର ଦେଶ ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ February 12, 2025 Papirani ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଜି ହସ୍ପିଟାଲ ପକ୍ଷରୁ ସୂଚନା…
ଖେଳ ତାଜା ଖବର ଦେଶ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା February 12, 2025 Papirani ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଖେଳ ପ୍ରେମୀଙ୍କ ପାଇଁ ବଡ ଝଟକା। ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଭାରତୀୟ କ୍ରିକେଟ୍ ଟିମ୍ର ଦ୍ରୁତବୋଲର ଯଶପ୍ରୀତ ବୁମ୍ରା । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରୁ…
ତାଜା ଖବର ରାଜ୍ୟ ସହଦେବ ନାୟକ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କଲେ ସଫେଇ କର୍ମୀ February 11, 2025 Papirani ସହଦେବ ନାୟକ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ସଫେଇ କର୍ମୀ । ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ସିବିଆଇ ତଦନ୍ତ ଦାବି ସହ…