ତାଜା ଖବର ରାଜ୍ୟ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ମାସର ବକେୟା ରାଶି; ଉପକୃତ ହେବେ ୬୨ ହଜାରରୁ ଊର୍ଦ୍ଧ୍ବ ଷ୍ଟାଫ୍ February 14, 2025 Papirani ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ…
ତାଜା ଖବର ରାଜ୍ୟ ରାଜ୍ୟରେ ବଢ଼ିଛି ଇଞ୍ଜିନିୟର ବେକାରୀ ସମସ୍ୟା February 14, 2025 Papirani ଆଜି ଗୃହରେ ବିଧାୟକ ପିତ୍ର ସାଉଁଟାଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ୧୦ ବର୍ଷରେ ଇଞ୍ଜିନିୟରିଂ ପଢ଼ି ପାସ୍ କରିଛନ୍ତି ୩୪ ହଜାର ୪୭୧ ପିଲା । କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୫,୨୮୯…
ତାଜା ଖବର ରାଜ୍ୟ ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ February 14, 2025 Papirani ରାଜ୍ୟରେ ଅଛନ୍ତି ୫ହଜାର୨୮୪ ଜଣ ଭିକାରୀ । କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରୀଥିବା ବେଳେ ବରଗଡ଼ରେ ଅଛନ୍ତି ୫୯୫ ଜଣ ଭିକାରୀ । ସେହିପରି ଗଞ୍ଜାମରେ ୫୪୫ ଜଣ, ବଲାଙ୍ଗୀରରେ ୪୮୨ଜଣ ଏବଂ ସୁନ୍ଦରଗଡରେ ୪୧୭ ଜଣ ଥିବା…
ତାଜା ଖବର ଦେଶ ପୁଲୱାମା ଆକ୍ରମଣ; ଆଜିର ଦିନରେ ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ February 14, 2025 Papirani ୨୦୧୯ ମସିହା ଆଜିର ଦିନ ଥିଲା ଭାରତ ପାଇଁ ଏକ କଳା ଦିନ । ପ୍ରାୟ ୬ ବର୍ଷ ତଳର ଆଜିର ଏହି ଦିନରେ ହୋଇଥିବା ଘଟଣା ମନେ ପକାଇଲେ ମନରେ ଯେତିକି ଭୟ ଆସେ ସେତିକି ଦୁଃଖ ମଧ୍ୟ ଲାଗେ…
ତାଜା ଖବର ଦେଶ ବିଶ୍ୱ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ; ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ଦେଲେ ସୂଚନା February 14, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ସୂଚନା ଦିଆଯାଇଛି । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ February 14, 2025 Papirani ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପାଇଁ ଆମେରିକାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହ୍ୱାଇଟ୍ ହାଉସରେ ଭେଟ ହୋଇଛି । ଟ୍ରମ୍ପଙ୍କର କ୍ଷମତା ଗ୍ରହଣ କରିବା ପରେ…
ତାଜା ଖବର ରାଜନୀତି ରାଜ୍ୟ ଆଦିବାସୀ ନାବାଳିକାଙ୍କ ଗଣବଳାତ୍କାର ଘଟଣା; ଲକ୍ଷ୍ମୀପୁର ଗସ୍ତ କଲା ବିଜେଡି ଟିମ February 13, 2025 Papirani ଲକ୍ଷ୍ମୀପୁରରେ ନାବାଳିକା ଆଦିବାସୀ ଝିଅକୁ ଗଣବଳାତ୍କାର ଅଭିଯୋଗର ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରିବା ପାଇଁ ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ କୋରାପୁଟର ଲକ୍ଷ୍ମୀପୁର ଗସ୍ତ କରିଛି। ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ୍, କୌଶଲ୍ୟା ହିକକା, ସସ୍ମିତା ମେଲେକା,…
ତାଜା ଖବର ରାଜ୍ୟ ଏଡିଇଓଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି February 13, 2025 Papirani କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି । ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ହୋଇଥିବା ଚଢ଼ଉରେ ଏହି ସମସ୍ତ ସ୍ଥାବର ଅସ୍ଥାବର…
ତାଜା ଖବର ରାଜନୀତି ରାଜ୍ୟ କାମ ଆମର କ୍ରେଡିଟ୍ ନେଉଛି ବିଜେପି ସରକାର: ନବୀନ February 13, 2025 Papirani ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ସରକାରଙ୍କୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଭିନ୍ନ ଯୋଜନାରେ ସଫଳତା ଆମ ସରକାର ଆଣିଲା କିନ୍ତୁ ଏବେ…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର February 13, 2025 Papirani ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବିଧାନସଭା ସମ୍ମୁଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଗିଦ କରିଥିବା କଥା ଏବେ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ପ୍ରତିକ୍ରିୟାରେ…