ତାଜା ଖବର ରାଜନୀତି ରାଜ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ December 20, 2024 Papirani ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି। ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ସହ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି…
ତାଜା ଖବର ଦେଶ ରାଜନୀତି ପରଲୋକରେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ପ୍ରକାଶ ଚୌତାଲା December 20, 2024 Papirani ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ପ୍ରକାଶ ଚୌତାଲାଙ୍କର ଦେହାନ୍ତ । ୮୯ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓମ୍ ପ୍ରକାଶ ଚୌତାଲା । ସକାଳ ୧୧ ଟା ୩୦ ରେ ଆଇଏନଏଲଡି ସୁପ୍ରିମୋଙ୍କୁ ଡାକ୍ତରଖାନା ଅଣାଯାଇଥିଲା…
ତାଜା ଖବର ଦେଶ ସରିଲା ଶୀତକାଳୀନ ଅଧିବେଶନ; ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା December 20, 2024 Papirani ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି । ଆଜି ଅନ୍ତିମ ଦିନରେ ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାହାରେ ଥିବା ପରିସରରେ ବିରୋଧୀ ଦଳ ହଙ୍ଗାମା କରିଥିଲେ।ଲୋକସଭା ଆରମ୍ଭ…
ତାଜା ଖବର ରାଜ୍ୟ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ December 20, 2024 Papirani ରାଉରକେଲାରେ ଲଜ୍ଜା। ନାବାଳିକାଙ୍କୁ ରାସ୍ତାରୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ। ନାବାଳିକଙ୍କୁ ଏକ ବନ୍ଦ ଘରେ ଅଟକ ରଖି ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୩ ଜଣଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ । ସୂଚନା ଯୋଗ୍ୟ;…
ତାଜା ଖବର ଦେଶ ରାଜନୀତି ରାଜ୍ୟ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ December 20, 2024 Papirani ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଜେପିସିରେ ସାମିଲ୍ ହେଲେ ବୈଜୟନ୍ତ ପଣ୍ଡା । ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଉପରେ ଆଲୋଚନା ଗଠନ ହୋଇଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି)ରେ ଆଉ ୮ ଜଣ ସଦସ୍ୟଙ୍କ ନାମ ଯୋଡ଼ା ଯାଇଛି…
ତାଜା ଖବର ରାଜ୍ୟ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା December 20, 2024 Papirani ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ଯାଏଁ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି…
ତାଜା ଖବର ରାଜନୀତି ରାଜ୍ୟ ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ: ବିଜେଡି December 19, 2024 Papirani ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଏଭଳି ବ୍ୟବହାରକୁ ନିନ୍ଦନୀୟ । ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ…
ତାଜା ଖବର ରାଜନୀତି ରାଜ୍ୟ ସଂସଦରେ କଂଗ୍ରେସ ଓ ବିଜେପି ମଧ୍ୟରେ ଠେଲାପେଲା ଘଟଣା; ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ December 19, 2024 Papirani ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡଙ୍ଗୀ ପଡ଼ି ଆଘାତ ହେବା ଘଟଣାରେ ଏବେ ଚାରିଆଡ଼େ ରାଜନୈତିକ ଚର୍ଚ୍ଚା ପାଲଟିଛି। ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ରାହୁଲଙ୍କୁ ବିରୋଧ କରି ଥାନାରେ…
ତାଜା ଖବର ରାଜ୍ୟ ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା December 19, 2024 Papirani ନୂଆ ବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ଏ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ସ୍ୱତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏ ନେଇ…
ତାଜା ଖବର ଦେଶ ରାଜନୀତି ରାହୁଲଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି; ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ December 19, 2024 Papirani ସଂସଦ ଭବନ ପରିସରରେ ହୋଇଥିବା ଠେଲାପେଲାରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ଏବେ ସାରା ଦେଶରେ ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ନେତା ରାହୁଲ…