ତାଜା ଖବର ରାଜ୍ୟ ଅଦିନିଆ ବର୍ଷା, ନିଦାବିଷ୍ଣୁ ପ୍ରଶାସନ, ସଙ୍କଟରେ ଚାଷୀକୁଳ December 21, 2024 Papirani ଆକାଶରେ ମାଳ ମାଳ ମେଘ । ଶୀତ ଦିନେ ଅଦିନିଆ ବର୍ଷା ଆଣିଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅମଳ ସମୟରେ ଏହି ଲଘୁଚାପ…
ତାଜା ଖବର ରାଜ୍ୟ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ December 21, 2024 Papirani ଡିସେମ୍ବର ୨୧ ଅର୍ଥାତ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ଓ ରାତି ଲମ୍ବା। ଆଜି ଭୁବନେଶ୍ଵରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ…
ତାଜା ଖବର ଦେଶ ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ December 21, 2024 Papirani ଆଜି କୁଏତ ଗସ୍ତ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ମୋଦି। ସେ କୁଏତର ଅମୀର,…
ତାଜା ଖବର ରାଜ୍ୟ ଜିରୋ ନାଇଟ୍ ଉପରେ ଲାଗିଲା କଟକଣା; ବିନା ଅନୁମତିରେ କରିହେବ ନାହିଁ ସେଲିବ୍ରେସନ୍ December 20, 2024 Papirani ଆସୁଛି ନୂଆବର୍ଷ । ୨୦୨୫ ନୂଆ ବର୍ଷ ପାଇଁ ଏବେଠାରୁ ଚାରିଆଡ଼େ ଜୋରଦାର ପ୍ରସ୍ତୁତି । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ କରାଯାଉଥିବା ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା ।…
ତାଜା ଖବର ରାଜ୍ୟ ଶିଳ୍ପପତିଙ୍କ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡି December 20, 2024 Papirani ରାଉରକେଲାର ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡିର ଚଢାଉ। ସିଭିଲ ଟାଉନସିପ୍ କର୍ମସିଆଲ ଇଷ୍ଟେଟ ମାର୍କେଟରେ ଚଢାଉ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଇଡିର ୧୫ ଜଣିଆ ଟିମ୍ । ଶିଳ୍ପପତି ଦୀପ୍ତି ରଞ୍ଜନ ହେଉଛନ୍ତି ବରିଷ୍ଠ…
ତାଜା ଖବର ରାଜ୍ୟ ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା December 20, 2024 Papirani ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା । ଆଜି ଆଜି ମାଲକାନଗିରି ବଣ୍ଡାଘାଟି ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ସ୍ଥିତି ପରଖିବା ପରେ ସୂଚନା ଦେଇ କହିଛନ୍ତି ବଣ୍ଡାଘାଟିରେ ଲୋକଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ସଂସଦରେ ରାହୁଲ ଗାନ୍ଧୀ ସାଂସଦଙ୍କୁ ଠେଲିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବିଜେପିର ଗଣଧାରଣା December 20, 2024 Papirani ବିଜେପିର ବରିଷ୍ଠ ନେତା ଓଡିଶାରୁ ଲୋକସଭାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଂସଦରେ ଠେଲିବା ଘଟଣା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପି ତରଫରୁ ବିଶାଳ…
ତାଜା ଖବର ରାଜନୀତି ସଂସଦରେ ବ୍ୟାଗ୍ ରାଜନୀତି; ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଲେ ୧୯୮୪ ଲେଖା ବ୍ୟାଗ୍ December 20, 2024 Papirani ଆଜି ସଂସଦରେ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି ୧୯୮୪ ଓ ବନ୍ଧୁକ ଚିତ୍ର ମଧ୍ୟ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି।…
ତାଜା ଖବର ରାଜନୀତି ରାଜ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ December 20, 2024 Papirani ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି। ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ସହ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି…
ତାଜା ଖବର ଦେଶ ରାଜନୀତି ପରଲୋକରେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ପ୍ରକାଶ ଚୌତାଲା December 20, 2024 Papirani ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ପ୍ରକାଶ ଚୌତାଲାଙ୍କର ଦେହାନ୍ତ । ୮୯ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓମ୍ ପ୍ରକାଶ ଚୌତାଲା । ସକାଳ ୧୧ ଟା ୩୦ ରେ ଆଇଏନଏଲଡି ସୁପ୍ରିମୋଙ୍କୁ ଡାକ୍ତରଖାନା ଅଣାଯାଇଥିଲା…