ତାଜା ଖବର ରାଜ୍ୟ ଖୋର୍ଦ୍ଧା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ December 29, 2024 Papirani ଖୋର୍ଦ୍ଧାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡ଼ରୁ କ୍ୟାବିନ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଭଙ୍ଗା ଯାଉଛି ଦୋକାନ । ମାରୱାଡି ପଟିରୁ ସରକାରୀ ଜମିରେ…
ତାଜା ଖବର ବିଶ୍ୱ ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣାରେ ୧୭୯ ମୃତ ସୂଚନା December 29, 2024 Papirani ଦକ୍ଷିଣ କୋରିଆରେ ୧୮୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅବତରଣ ସମୟରେ ବିମାନଟି ରନୱେରୁ ଖସି ପଡ଼ିବାରୁ ଏହି ବଡ଼ଧରଣର…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 28, 2024 Nirvay ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । ଏହି ପରିପ୍ରେକ୍ଷୀରେ ଫସଲ କ୍ଷୟକ୍ଷତି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ।…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ; ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ December 28, 2024 Nirvay ଅମଳ ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛନ୍ତି । ଏମିତି ସ୍ଥିତିରେ ଆସନ୍ତା ଡିସେମ୍ବର…
ତାଜା ଖବର ରାଜ୍ୟ ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ; ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍ December 28, 2024 Nirvay ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ହେବ ସହଜ । ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍ । ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-୯ ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର…
ତାଜା ଖବର ରାଜ୍ୟ ରାଜଧାନୀରେ ମାତିଛନ୍ତି ଭଣ୍ଡ ବାବା; ପୋଲିସ ଜିମା ଦେଲେ ଲୋକେ December 28, 2024 Nirvay ଶନିବାର ସକାଳୁ ଭୁବନେଶ୍ୱର, ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲି ଭିକ୍ଷା ମାଗୁଥିଲେ । ତେବେ ସେମାନଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।…
ତାଜା ଖବର ରାଜ୍ୟ ଗଠନ ହେଲା ଓଡ଼ିଶା ଲ’ କମିଶନ; ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଲ’ କମିଶନ ଅଧ୍ୟକ୍ଷ December 27, 2024 Nirvay ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଆଜି ୫ ଜଣିଆ ଓଡ଼ିଶା ଲ’ କମିଶନ ଗଠନ କରାଯାଇଛି । ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ଅଛନ୍ତି ୬ ସଦସ୍ୟ । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଆଇନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଶଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 27, 2024 Nirvay ଲୋକସେବା ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ୱ ରେ…
ତାଜା ଖବର ରାଜ୍ୟ ଚାଷୀଙ୍କୁ ମିଳିବ କ୍ଷତିପୂରଣ; ଆଉ ୧୫ ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ December 27, 2024 Papirani ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଚାଷୀଙ୍କୁ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ଏ ନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଟୋକନ ଅବଧି ୧୫…
ତାଜା ଖବର ରାଜ୍ୟ ନୂଆବର୍ଷରେ ଜିରୋ ନାଇଟ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି; ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର December 27, 2024 Papirani ଆଗକୁ ଆସୁଛି ନୂଆବର୍ଷ । ଜିରୋ ନାଇଟ ପାଇଁ ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ସହ ଜିରୋ ନାଇଟ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍…