ତାଜା ଖବର ମନୋରଞ୍ଜନ ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ January 3, 2025 Papirani ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦରେ ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ମିଳିଛି ନିୟମିତ ଜାମିନ୍ । ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।…
ତାଜା ଖବର ରାଜ୍ୟ ଜାନୁଆରୀ ୫ ପରେ ରାଜ୍ୟରେ କମିବ ଶୀତ January 3, 2025 Papirani ରାଜ୍ୟରେ ଲାଗିରହିଛି ଶୀତର ପ୍ରକୋପ । ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ January 3, 2025 Papirani ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୩୩ ପ୍ରତିଶତ ରୁ ଅଧିକ…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବ ନବୀନ ସରକାରଙ୍କ ଉପରେ ବର୍ଷିଲେ ମୋହନ ମାଝୀ January 3, 2025 Papirani ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର । ପୂର୍ବ ସରକାର କେବଳ ମିଶନ ପରେ ମିଶନ କରିଚାଲିଲେ, କିନ୍ତୁ ଫଳ…
ତାଜା ଖବର ରାଜ୍ୟ ପରସ୍ପର ମଧ୍ୟରେ ମାରପିଟ; ନୟାଗଡ଼ର ୪ ପୋଲିସ କର୍ମଚାରୀ ନିଲମ୍ବିତ January 3, 2025 Papirani ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ୪ ପୋଲିସ । କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କଲେ ନୟାଗଡ଼ ଏସ୍ପି । ରାସ୍ତାରେ ଉଭୟଙ୍କ ମଧ୍ୟରେ ମାଡ଼ପିଟ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ହାବିଲଦାର ସଙ୍ଘର ୨ ଗୋଷ୍ଠୀ ମଧ୍ୟରେ ମାଡ଼ପିଟର…
ତାଜା ଖବର ରାଜ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି January 3, 2025 Papirani ପ୍ରବଳ ଜାଡରେ ଥରୁଛି ପୂରା ଓଡିଶା । ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି…
ତାଜା ଖବର ରାଜ୍ୟ ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍ January 3, 2025 Papirani ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍ । ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ବୁଢ଼ାରାଜା ବଜାରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ଡକାୟତି ହୋଇଥିବା ସୂଚନା ମିଳିଛି । ୧୦ ଜଣ ସଶସ୍ତ୍ର ଲୁଟେରା ଆତଙ୍କ ମଚାଇ…
ତାଜା ଖବର ରାଜ୍ୟ ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି January 3, 2025 Papirani ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ କମ୍ଭମପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଭୁବନେଶ୍ୱରର…
ତାଜା ଖବର ରାଜ୍ୟ ନିର୍ଭୟକୁ ଆସିଛି ପନ୍ନୁର ଧମକପୂର୍ଣ୍ଣ ମେଲ୍ January 3, 2025 Papirani ଆସନ୍ତା ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବହୁ ମନ୍ତ୍ରୀଗଣ ଏବଂ ଉଚ୍ଚ ପଦାଧିକାରୀମାନେ…
ତାଜା ଖବର ରାଜ୍ୟ ରାଜ୍ୟରେ ନିର୍ମାଣ ହେବ ୨୬୦୦ କିମି ଲମ୍ବ ବିଶିଷ୍ଟ ଗ୍ରାଣ୍ଡ ରିଂ ରୋଡ୍ January 2, 2025 Nirvay ଓଡ଼ିଶାରେ ନିର୍ମାଣ ହେବାକୁ ଯାଉଛି ୨୬୦୦ କିମି ଲମ୍ବ ବିଶିଷ୍ଟ ଗ୍ରାଣ୍ଡ ରିଂ ରୋଡ୍ । ଏହା ଆଗାମୀ ୩ ବର୍ଷରେ ନିର୍ମାଣ ହେବ । ଏ ନେଇ ସୂଚନା ଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗ୍ରାଣ୍ଡ ରିଂ ରୋଡ୍…