ତାଜା ଖବର ରାଜନୀତି ରାଜ୍ୟ ଏଫ୍ଏମ୍ କଲେଜ ଘଟଣା; ସିଲଭର୍ ମେଡାଲ୍ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ଜୟନାରାୟଣ ମିଶ୍ର July 18, 2025 Papirani ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ…
ତାଜା ଖବର ରାଜ୍ୟ ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା July 18, 2025 Papirani ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ।ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ଏହା ସହ ଆହୁରି ରାଜ୍ୟରେ ୫ ଦିନ ବର୍ଷା ଲାଗି ରହିବା ନେଇ ସୂଚନା…
ତାଜା ଖବର ଦେଶ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କଲେ ଅନେକ ପ୍ରକଳ୍ପର ଉଦଘାଟନ July 18, 2025 Papirani ବିହାରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ ସହିତ ତାଙ୍କ ବର୍ଷିଲା ଫୁଲ ବର୍ଷା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଚମ୍ପାରଣ ଜିଲ୍ଲାର ମୋତିହାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ୭୦୦୦…
ତାଜା ଖବର ରାଜ୍ୟ ବିଚାର ବିଭାଗୀୟ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ: ମିଳିତ ବିରୋଧୀ ଦଳ July 17, 2025 Papirani ଆଜି ଜୁଲାଇ ୧୭, ୨୦୨୫ରେ ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର ଜନସାଧାରଣଙ୍କୁ କେଂଗ୍ରସ ସହିତ ଆଠଟି ବିରୋଧୀ ରାଜନୈତିକ ଦଳ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ…
ତାଜା ଖବର ରାଜନୀତି ରାଜ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ବିଜେଡି ମହିଳା ନେତ୍ରୀ ବୃନ୍ଦ July 17, 2025 Papirani ବିଜେପିର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ କଟୁ ସମାଲୋଚନା କରିଛି। ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି…
ତାଜା ଖବର ରାଜ୍ୟ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ July 17, 2025 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ…
ତାଜା ଖବର ରାଜ୍ୟ ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଘଟଣା: ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ July 17, 2025 Papirani ସମ୍ବଲପୁର ଗଙ୍ଗାଧର ମେହର ବିଶ୍ଵବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ମାମଲାରେ ଗିରଫ ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ । ଏଜୁକେସନ୍ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ନିଲମ୍ବିତ । ଭାରାପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କୁ…
ତାଜା ଖବର ରାଜ୍ୟ ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ସୁଶାସନ ସମ୍ମିଳନୀ July 17, 2025 Papirani ଭୁବନେଶ୍ୱରରେ ଆରମ୍ଭ ହେଲା ୨ ଦିନିଆ ଜାତୀୟ ସୁଶାସନ ସମ୍ମିଳନୀ। ଲୋକସେବା ଭବନରେ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହି ସମ୍ମିଳନୀ ସାରା ଦେଶରୁ ୪…
ତାଜା ଖବର ରାଜ୍ୟ କଟକ SCBରେ ଆହତ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଭେଟିଲା କ୍ରାଇମବ୍ରାଞ୍ଚ ଟିମ୍ July 17, 2025 Papirani ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ । ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିବା ଜ୍ୟୋତି ପ୍ରକାଶ ବିଶ୍ବାଳକୁ ଭେଟିଲା କ୍ରାଇମବ୍ରାଞ୍ଚ ଟିମ୍। କଟକ SCBରେ ଆହତ…
ତାଜା ଖବର ରାଜ୍ୟ ଜ୍ୟୋତି ପ୍ରକାଶ ଏବେ ଅଲୋଡ଼ା; ସରକାର କୌଣସି ସହାୟତା କରିନଥିବା ବାପାଙ୍କ ଅଭିଯୋଗ July 17, 2025 Papirani ବାଲେଶ୍ବରରେ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳକୁ ସମସ୍ତେ ଭୁଲିଯାଇଛନ୍ତି। ଘଟଣା ଦିନ ଛାତ୍ରୀ ଜଣକ ଆତ୍ମାହୁତି ଦେବା ବେଳେ ଜଳୁଥିବା କାରଣରୁ ଅନେକ…