Category: ତାଜା ଖବର

ନେପାଳରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ: ୧୯୩ ମୃତ, ୩୦ ନିଖୋଜ

ନେପାଳରରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି। ଏହା ଫଳରେ କେତେକ ଘର ଭାଙ୍ଗି ବହିଯିବା ସହ ୧୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ୟ୍ୟନ୍ତ ୩୦ ଜଣ ନିଖୋଜ ଅଛନ୍ତି । ୪ ଦିନ ଧରି ପ୍ରବଳ…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଆଜି ଭରତପୁର ଥାନାରେ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । କମିଶନଙ୍କ ପ୍ରଥମ ବୈଠକ ପରେ ସଚିବଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି…

ଭଦ୍ରକରେ କୋହଳ ହେଲା କଟକଣା

ଭଦ୍ରକରେ ୩ ଦିନ ପରେ କଟକଣା କୋହଳ ହୋଇଛି। ଧାମନଗର ଓ ଦୋବଲରେ କଟକଣା କୋହଳ କରାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଲାଗିରହିଲା ବେଳେ ଏବେ ସକାଳ ୬ଟାରୁ ରାତି ୮ଟା ଯାଏ ଦୋକାନ ଖୋଲିବ। ହେଲେ ୪…

ଭରତପୁର କାଣ୍ଡ; ଆଜିଠୁ ବିଚାର ବିଭାଗୀୟ ତଦନ୍ତ

ଭରତପୁର ଥାନାରେ ମେଜର ଓ ପୋଲିସ ବିବାଦ ମାମଲାରେ ଆଜିଠୁ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ତଦନ୍ତ ଆରମ୍ଭ କରିବେ। ଏ ନେଇ ଭୁବନେଶ୍ବର ସର୍କିଟ ହାଉସରେ କାର୍ଯ୍ୟାଳୟ ସ୍ଥାପିତ ହୋଇଛି। ତେବେ ଏହି…

ଭୁବନେଶ୍ବରରୁ କୋକେନ୍‌ ଜବତ କଲା ଦିଲ୍ଲୀ ଟିମ୍

ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ହୋଇଛି। ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରିଛି ଦିଲ୍ଲୀ ଟିମ। ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। କ୍ରାଇମ ହବ…

ସୁପରଷ୍ଟାର ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ସୋସିଆଲ ମିଡ଼ିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି, ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର…

୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବର ୩୦ ଓ ୧ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛନ୍ତି। ସେ ବିଜେପିର ପରିବର୍ତ୍ତନ ଯାତ୍ରାରେ…

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କୁ ଉତ୍ତମ ଆଚ୍ଚରଣ ପାଇଁ ୱାର୍ଣ୍ଣିଙ୍ଗ ଦେଇଥିବା ବେଳେ ଆଜି ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି। ହାଇ ପ୍ରୋଫାଇଲ ଅଫିସରଙ୍କୁ ବାହାର କରାଯାଇ ତଳସ୍ତରର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏସପି ଓ ଡିଏସପିଙ୍କର…

ଭଦ୍ରକରେ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା

ଭଦ୍ରକରେ ଆଉ ୪୮ ଘଣ୍ଟା ବଢ଼ିଲା ମୋବାଇଲ୍‌ ଇଣ୍ଟରନେଟ୍‌ କଟକଣା। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ। ମାତ୍ର ଲିଜ୍‌ ଲାଇନ ସେବା ଚାଲୁ ରହିବ ବୋଲି କହିଛନ୍ତି। ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ…

ବର୍ଷାରେ ଭିଜିବ ଦଶହରା

ଏଥର ବର୍ଷାରେ ଭିଜିବ ଦଶହରା। ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ଅଛି। ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପ୍ରଭାବରେ ଅକ୍ଟୋବର ୪ରୁ ୧୦ ତାରିଖ ଯାଏଁ ବର୍ଷା ସମ୍ଭାବନା ଅଛି। ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ…