Category: ତାଜା ଖବର

ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା

ଆଜି ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି । ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ତାରା । ନାରୀ ନିର୍ଯାତନା ଅଭିଯୋଗରେ ବିଧାନସଭା ଗୃହରେ କଂଗ୍ରେସର ହୋହଲ୍ଲା ଏବଂ ହଟ୍ଟଗୋଳ ଚାଲିଥିବାବେଳେ…

ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ

ଓଡିଶା ବଜାରରେ ବୁଲୁଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ। ରାଜ୍ୟରେ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ୟୁପି, ଏମପି, କୋଲକାତା, ହାଇଦ୍ରାବାଦରୁ ଆସୁଛି…

ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ

ଚଳିତ ୨୦୨୫ ଜାନୁଆରୀ ମାସ ଥିଲା ଅପରାଧର ମାସ । ଚଳିତ ବର୍ଷ ଜାନୁଆରୀ ମାସରେ ୧୧୧ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଆଜି ବିଧାନସଭା ଅଧିବେଶନ ପ୍ରଶ୍ନୋତ୍ତର କାଳରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି…

ସାଂସଦଙ୍କ ନାଁରେ ରହିଛି ୨୨ ମାମଲା

ଆଜି ବିଧାନସଭା ଗୃହରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ ଓଡିଶାର କେତେଜଣ ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ବିରୁଦ୍ଧରେ କେତେ ସଂଖ୍ୟାରେ ଫୌଜଦାରୀ ମାମଲା ରହିଛି ଏବଂ ଏହା କେଉଁ କେଉଁ ପର୍ଯ୍ୟାୟରେ ଅଛି ଏହି…

ରାଜ୍ୟରେ ବଢ଼ୁଛି ଗୁଟ୍‌ଖା, ତମାଖୁ ବେପାର; ୧୦ ବର୍ଷରେ ଆଦାୟ ହୋଇଛି ୬୫୯୫.୫୫ କୋଟି

ଆଜି ବିଧାନସଭା ଗୃହରେ ଉଠିଲା ତମାଖୁ, ଗୁଟ୍‌ଖା ପ୍ରସଙ୍ଗ । ରାଜ୍ୟରେ ଗୁଟ୍‍ଖା ଓ ପାନମସଲା ଉପରେ କଟକଣା ଲାଗିଥିଲେ ମଧ୍ୟ ଦିନକୁ ଦିନ ରାଜ୍ୟରେ ବଢୁଛି ପାନ ମସଲା, ଗୁଟ୍‌ଖା, ତମାଖୁ ବେପାର । ଆଜି ବିଧାନସଭାରେ ଏନେଇ ତଥ୍ୟ…

୩ ବର୍ଷରେ ପାଣିରେ ବୁଡ଼ି ୨୦୬୪ ଜଣଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ଗୃହରେ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ ରାଜ୍ୟରେ ବିଗତ ତିନି ବର୍ଷରେ କେଉଁ ଜିଲ୍ଲାର କେଉଁ ନଦୀର କେଉଁ ଘାଟ, କେଉଁ ସମୁଦ୍ର ବେଳାଭୂମି ଓ ପୋଖରୀରେ ବୁଡି କେତେଜଣ ମୃତ୍ୟୁବରଣ କରିଛନ୍ତି ? ଏହାର ଉତ୍ତରରେ…

ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ: ମୁଖ୍ୟମନ୍ତ୍ରୀ

ଆଜି ବିଧାସଭା ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶାରେ ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡ଼ାରେ ୧୬୪୯, ଜଗତସିଂପୁରରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେଶ ବାଘେଲ ଘରେ ଇଡି। ଟଙ୍କା କାରବାର ମାମଲାରେ ଭୂପେଶଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ ଇଡି ପକ୍ଷରୁ ସକାଳୁ ସକାଳୁ ଚଢାଉ କରିଥିବା ଜଣାପଡିଛି । ଆଜି ସକାଳୁ ଆର୍ଥିକ…

ବଜେଟ ଅଧିବେଶନ ଆରମ୍ଭରୁ କମ୍ପିଲା ବିଧାନସଭା; ୧୨ଟା ୯ ମିନିଟ୍‌ ଯାଏଁ ମୁଲତବୀ

ଦୁଇ ଦିନର ବିରତି ପରେ ଆଜି ପୁଣି ଥରେ କମ୍ପିଲା ବିଧାନସଭା । ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ସରଗରମ ହୋଇଛି ବିଧାନସଭା । ଏବେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଦେଖିବାକୁ ମିଳିଛି । ହଙ୍ଗାମା…

ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍‌

ଆଜି ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ୨୫୪ ରନ୍ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ହତେଇଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ନିଜ ଇନିଂସରେ ୨୫୧ ରନ କରି ଭାରତକୁ…