Category: ତାଜା ଖବର

ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; ରୋହିତ ଓ କୋହଲି ପୁଣି ଫେଲ୍

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଦିନରେ ଆଜି ଭାରତ ଦ୍ବିତୀୟ ପାଳିରେ ବ୍ୟାଟିଂ କରି ପରାଜୟର ସ୍ଵାଦ ଚାଖିଛି। ବକ୍ସିଂ ଡେ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଛି।…

ଭୁବନେଶ୍ୱରରେ ଫୁଡ ବ୍ଲଗର ଯୁବତୀଙ୍କ ଆତ୍ମହତ୍ୟା !

ହଷ୍ଟେଲରୁ ଫୁଡ୍‌ ବ୍ଲଗର ଯୁବତୀଙ୍କ ମୃତଦେହ ଉଦ୍ଧାର । ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ରରେ ଥିବା ଲେଡିଜ ହଷ୍ଟେଲରେ ଫୁଡ଼ ବ୍ଲଗର ସୋନାଲି ସଂଘମିତ୍ରା ପରିଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର…

୬ଟି ଜିଲ୍ଲାକୁ ଦୁଇ ଦିନ ପାଇଁ କୁହୁଡି ଚେତାବନୀ

ଅଦିନିଆ ବର୍ଷା ପରେ ଓଡ଼ିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଘନ କୁହୁଡି ପାଇଁ ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ…

‘ଦି ସାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭’

ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଫଳରେ ଏନବିଟି ପକ୍ଷରୁ ଦି ସାଗା ଅଫ୍ କୁଦୋପାଲି : ଦି ଅନ୍ ସଙ୍ଗ ଷ୍ଠୋରୀ ଅଫ୍ ୧୮୫୭ ପୁସ୍ତକ କୁ ଉନ୍ମୋଚନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ଅନୁଷ୍ଠିତ ଏକ…

ଇତିହାସ ରଚିବ ଇସ୍ରୋ; ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା ଦିଗରେ ହେବ ଅଗ୍ରସର

ଇସ୍ରୋ ଭାରତର ‘ସ୍ପାଡେକ୍ସ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆଜି ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଜି ରାତି ୯ଟା ୫୮ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୦ ରକେଟରୁ ଦୁଇଟି କ୍ଷୁଦ୍ର ମହାକାଶଯାନକୁ ଏକାସାଙ୍ଗରେ ଉତକ୍ଷେପଣ କରାଯିବ।…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କର ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କାର୍ଟର ୨୦୧୬ରେ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ କର୍କଟ ରୋଗ ହୋଇଥିଲେ ମଧ୍ୟ…

ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଚାଷ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ

ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କ୍ଷୟକ୍ଷତି ଘଟିଛି । ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନିଜେ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମେ…

ଜନ୍ତାରେ ପଡ଼ିଲା ବାଘୁଣୀ ଜିନତ; ବାଙ୍କୁରାରେ ହେଲା ଟ୍ରାଙ୍କୁଲାଇଜ

ଆଜି ଟ୍ରାଙ୍କୁଲାଇଜ ହୋଇଛି ‘ଜୀନ୍ନତ’ । ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ କଲା ବନବିଭାଗ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନ୍ନତ’କୁ କାବୁ କରିଛି ପଶ୍ଚିମବଙ୍ଗର ବନବିଭାଗ ।…

OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପ୍ରଣବ ପ୍ରକାଶ ଦାସ । ସେ ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ବବି ଦାସ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଓସିଏର…

ରୋଚକ ସ୍ଥିତିରେ ମେଲବୋର୍ଣ୍ଣ ଟେଷ୍ଟ; ଅଷ୍ଟ୍ରେଲିଆ ଆଗରେ

ଚତୁର୍ଥ ଟେଷ୍ଟର ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ଆଜି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୨୮ ରନ ସ୍କୋର…