Category: ସମ୍ପାଦକୀୟ

Samba Dashami: ଆଜି ପବିତ୍ର ଶାମ୍ବ ଦଶମୀ; କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୂଜା କରାଯାଏ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା…

ଆଜି ପବିତ୍ର ଗୁରୁ ଦିବସ

ଆଜି ସାରା ଦେଶ ପାଳନ କରୁଛି ଗୁରୁ ଦିବସ । ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ । ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ…

ଅଭିଳାଷ-ଏବିଭିପି ତିକ୍ତତା ବଢୁଚି !

ସଂଘ ପରିବାର ସହ ଗୁନ୍ଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂସଦ ନିର୍ବାଚନ ପାଇଁ କମର କଷୁଚି । ଯେତେବେଳେ ପାଣ୍ଡିଆନ ସରକାର ବିଭିନ୍ନ ଆଳରେ କଲେଜ ଛାତ୍ର ସଂସଦ ନିର୍ବାଚନ ନକରାଇ ବିଜୁ ଛାତ୍ର ଜନତା ଦଳ ନେତାଙ୍କୁ…

ଆଜି ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ସାରା ଦେଶ

ଆଜି ଗଣେଶ ଚତୁର୍ଥୀ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଘ୍ନ ହର୍ତ୍ତା ବା ଅଗ୍ରପୂଜ୍ୟଙ୍କ ପୂଜା । ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର…

ରାଧାକୃଷ୍ଣ ଭଜିବ ଶଙ୍ଖ ଦଳ !

ଉପ-ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିଦେଲା । ପ୍ରାୟତଃ କେହି ଅନୁମାନ କରିନଥିଲେ ଯେ, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ବାଛିବ ଉପ-ରାଷ୍ଟ୍ରପତି ପଦ ପାଇଁ । ତାଙ୍କ ନାଁ ଘୋଷଣା ହେବା ମାତ୍ରେ ସେ ସସ୍ତ୍ରୀକ…

ଇଣ୍ଡି ଆନ୍ଦୋଳନରୁ ଫାଇଦା ନେବାକୁ ଟାକି ବସିଛି ବିଜଦ

ଆସନ୍ତା ୧୯ ତାରିଖ ଦିନ ନିଜ ଅଭିଯୋଗ ଉପରେ ପ୍ରାମାଣିକ ତଥ୍ୟ ରଖିବା ପାଇଁ ବିଜୁ ଜନତା ଦଳକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ବିଜଦ କମିଶନଙ୍କ ପାଖକୁ ଯିବ କି ନାହିଁ ?…

ଯେଉଁ ସଂସ୍ଥାରେ ଆରତୀ, ସେହି ସଂସ୍ଥା ସହ ଏମ୍ଓୟୁ ?

ଓଡି଼ଆରେ ନେଣଦେଣର ଇଂରାଜୀ ପରିଭାଷାଟି ହେଲା କୁଇଡ୍ ପ୍ରୋ କ୍ୟୋ । ଅର୍ଥାତ କିଛି ବିନିମୟରେ କିଛି ପ୍ରାପ୍ତି । ମୋହନ ସରକାରଙ୍କ କ୍ଷେତ୍ରରେ ଏମିତି ଏକ ଅଭିଯୋଗ ଆସିଛି ସାମ୍ନାକୁ। ଅଭିଯୋଗଟି ସାଙ୍ଘାତିକ। ଏହା ସୂଚାଇ ଦେଉଛି ଯେ ଅମଲାତନ୍ତ୍ର…

ଭକ୍ତଙ୍କ ଆୟୋଜନ ଦେଖି ମେଳି କଲେଣି ନେତାଏ !

ପଗାଁରେ ଗୋଟିଏ ଢଗ ବହୁତ ଚାଲେ । ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହଉ । ହାତ ଦଳ ଏହି ନୀତିରେ ବେଶୀ ବିଶ୍ଵାସ କରେ। ସେଥ‌ିପାଇଁ ୩୦ବର୍ଷ ପାଖାପାଖି ଦଳ ଉଧେଇପାରୁନାହିଁ । ୨୫ବର୍ଷ ହେଲା କ୍ଷମତାରେ ନାହିଁ…

ରାଜନୈତିକ ଚକ୍ରବ୍ୟୁହରେ ଫସିଗଲେ ପୀଡିତା

ଗିରଫ ହେଲେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାର ଦୁଇ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଫକୀର ମୋହନ କଲେଜ ବିଏଡ ବିଭାଗ ଏଚଓଡି ସମୀର କୁମାର ସାହୁ ଓ ସହ‌ଯୋଗୀ ଅଭିଯୁକ୍ତ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଘୋଷ ।…

ଖୁରାନିଆଙ୍କ ମାଷ୍ଟର ପ୍ଲାନିଂ ଯୋଗୁ ସୁରୁଖୁରୁରେ ହେଲା ରଥଯାତ୍ରା ?

ଓଡ଼ିଶାସାରା ଛି ଛି। କିନ୍ତୁ ପ୍ରଚାର ଚାଲିଛି ଦିଲ୍ଲୀରେ। ପୁଣି ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କର ନୁହେଁ । ଡିଜିପି ଓ୍ବାଇବି ଖୁରାନିଆଙ୍କର। ସରକାରଙ୍କ ଏଭଳି ଗତି ସର୍ବତ୍ର ଆଲୋଚନା ପାଇଁ ବାଟ ଫିଟାଇ ଦେଇଛି। ନବୀନ ସରକାରଙ୍କ ଅମଳରେ ବିପର୍ଯ୍ୟୟ ପରିଚାଳନା…