ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମେରିକାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ August 7, 2024 Nirvay ହାଇଦ୍ରାବାଦରେ ଥିବା ଆମେରିକାର କନସୋଲ ଜେନେରାଲ୍ ଜେନିଫର୍ ଲାରସନ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଜିଙ୍କୁ ଆମେରିକା ଏବଂ ଓଡିଶା ମଧ୍ୟରେ ଭାଗିଦାରୀକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା କରିବାକୁ ଡାକିଥିଲେ। କନସୋଲ ଜେନେରାଲଙ୍କୁ…
ବ୍ୟବସାୟ ବିଜେଡିର ୧୫ ଜଣିଆ ଟିମ୍ ଗଠିତ August 5, 2024 Nirvay ବିଜୁ ଜନତା ଦଳର ନୂଆ କମିଟି ଗଠନ ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମର ସଠିକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି। କମିଟିର ଅଧ୍ୟକ୍ଷ ହେଲେ ଦେବୀପ୍ରସାଦ ମିଶ୍ର। ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମ୍ ଗଠିତ ହୋଇଛି। ଏହି ଟିମରେ…
ତାଜା ଖବର ଦେଶ ବ୍ୟବସାୟ ସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା August 5, 2024 Papi Jena ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆଜି ବଜାସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା ର ଆରମ୍ଭରୁ ଖସିଲା ସେୟାର ବଜାର। ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍ ହୋଇଥିବାରୁ ବୁଡିଲା…
ତାଜା ଖବର ଦେଶ ବ୍ୟବସାୟ ରାଜ୍ୟ ଅଗଷ୍ଟ ୭ ରୁ ୯ ରେ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ August 2, 2024 Papi Jena ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏଥିପାଇଁ ଅଗଷ୍ଟ ୭,୮ ଓ ୯ ତାରିଖରେ ପୁଣେ ଓ ଅହମ୍ମଦାବାଦରେ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୋହନ ସରକାରଙ୍କ…
ତାଜା ଖବର ବ୍ୟବସାୟ ରାଜନୀତି ରାଜ୍ୟ ସାମ୍ନାକୁ ଆସିଲା ମେକ୍ ଇନ୍ ଓଡ଼ିଶାର ନୈରାଶ୍ୟ July 26, 2024 Papi Jena ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଲା ପୂର୍ବ ସରକାରର ମେକ୍ ଇନ୍ ଓଡ଼ିଶାର ନୈରାଶ୍ୟ । ସୂଚନା ଅନୁସାରେ ୨୦୨୨ରେ ମେକ୍ ଇନ୍ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ୫୭ କୋଟି ୭୩ ଲକ୍ଷ ହୋଇଥିଲା । ୭୪୧ଟି ପ୍ରସ୍ତାବରେ…
ବ୍ୟବସାୟ ରାଜନୀତି ରାଜ୍ୟ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ July 26, 2024 Nirvay ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…
ତାଜା ଖବର ଦେଶ ବ୍ୟବସାୟ ରାଜନୀତି ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ଅଶ୍ୱିନୀ ବୈଷ୍ଣବ July 24, 2024 Papi Jena ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରେଳବାଇ ପାଇଁ ବଜେଟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବଜେଟ୍ରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଏବଂ ସୁରକ୍ଷା ଉପରେ ଅଧିକ…
ତାଜା ଖବର ବ୍ୟବସାୟ ରାଜନୀତି ରାଜ୍ୟ କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ July 23, 2024 Papi Jena କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ…
ତାଜା ଖବର ଦେଶ ବ୍ୟବସାୟ ସାଢ଼େ ୩ ହଜାର କମିଲା ସୁନା ଦର July 23, 2024 Papi Jena ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା, ରୁପା ଏବଂ ପ୍ଲାଟିନମରୁ ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର ଟଙ୍କା କମିଛି ସୁନା ଦର ।…
ତାଜା ଖବର ଦେଶ ବ୍ୟବସାୟ ଇଣ୍ଟର୍ନଶିପ୍ ଯୋଜନା ଦ୍ବାରା ଦୂର ହେବ ଚାକିରୀ ସମସ୍ୟା July 23, 2024 Papi Jena ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏବେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ଦେଖେଇଛନ୍ତି । ଆଜି ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଆଗକୁ ଇଣ୍ଟର୍ନଶିପ୍ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା…