ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ । ଏହି ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ରହିଛନ୍ତି । ଏହା ସହ ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ହଲଚଲ ହେବାରେ ଲାଗିଛି । ଏହାକୁ ନେଇ ବୈଠକ କରାଯାଇଥିବା ଜଣାପଡ଼ିଛି। ଏହା ସହ ବୈଠକରେ ସାଂଗଠନିକ ଚର୍ଚ୍ଚା ବି ହୋଇପାରେ। ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହ ବୋର୍ଡ ନିଗମରେ ନିଯୁକ୍ତି ନେଇ ହୋଇପାରେ ଆଲୋଚନା । Post navigation ମନମୋହନ ଧାଇଁଲେ ଦିଲ୍ଲୀ, ନୂଆ ତାଲିକା ଧରି ଫେରିବେ ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ