ବଦଳିଲା ପ୍ରତିବର୍ଷ ଓଡ଼ିଶାର ସଫଳ କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ । କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ । କ୍ରୀଡ଼ା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ।

୨୦୦୧ରେ ଯେତେବେଳେ ବିଜୁ ଜନତା ଦଳ ରାଜ୍ୟରେ ଶାସନକୁ ଆସିଥିଲା ସେବେଠାରୁ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା । କିନ୍ତୁ ଏବେ ଏହାର ନାଁ ବଦଳି ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ହୋଇଛି ।

Leave a Reply

Your email address will not be published. Required fields are marked *