ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ବେଳାଭୂମି ନିକଟରେ ଏକ ବିରାଟକାୟ ସାର୍କ ଉଦ୍ଧାର କରାଯାଇଥିବା ଜଣାପଡିଛି । ଆହତ ଅବସ୍ଥାରେ ବିରାଟକାୟ ସାର୍କ ସମୁଦ୍ର ବେଳାଭୂମିରେ ଲାଗିଥିବା ଜାଣିବା ପରେ ଆହତ ସାର୍କକୁ ଉଦ୍ଧାର ପାଇଁ ବନ ବିଭାଗ ଟିମ୍ର ଉଦ୍ୟମ। କେଉଁ ଭଳି ଭାବେ ଆହତ ସାର୍କକୁ ଉଦ୍ଧାର କରିହେବ ଏବଂ ତାହାର ଚିକିତ୍ସା କରିହେବ ସେ ନେଇ ବନ ବିଭାଗ ପ୍ରୟାସ ଜାରି ରଖିଛି । Post navigation ଭବ ଦାସଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଡିଜି କନଫରେନ୍ସରେ ହେବେ ସାମିଲ