ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌‌ ଭାବେ ନିଯୁକ୍ତି ପାଇବେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ବିସିସିଆଇ ସଚିବ ଜୟ ଶାହା କଲେ ନାଁ ଘୋଷଣା ।

Leave a Reply

Your email address will not be published. Required fields are marked *