Author:

ଏଥର ୧୦ ଦିନ ପୂର୍ବରୁ ଆସିପାରେ ମୌସୁମୀ

ନିର୍ଭୟ ମିଡିଆ : ନୂଆଦିଲ୍ଲୀ ମେ’୨୦ ପରେ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ ମୌସୁମୀ। ଏଥର ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ଏହା ପହଞ୍ଚିପାରେ ବୋଲି ପୁନେସ୍ଥିତ ଆଇଆଇଟିଏମ୍‌ର ଏକ ବିଶେଷଜ୍ଞ ଟିମ୍‌ ପକ୍ଷରୁ ଆକଳନ କରାଯାଇଛି। ସାଧାରଣତଃ ମୌସୁମୀ…

ରୋଷେଇଘର ଉପରେ ଚଡକ, ଆଉ ୫୦ ବଢି ହଜାରେ ଛୁଇଁଲା ଏଲପିଜି

ନିର୍ଭୟ ମିଡିଆ : ନୂଆଦିଲ୍ଲୀ : ଦରବୃଦ୍ଧି ନେଇ ସାଧାରଣ ଖାଉଟି ଏବେ ହନ୍ତସନ୍ତ । ଆଉ ଏହି ସମୟରେ ଘରୋଇ ବ୍ୟବହୃତ ଏଲପିଜି ଦର ବଢିଛି ଆଉ ୫୦ ଟଙ୍କା। ଦିଲ୍ଲୀରେ ସିଲିଣ୍ଡର ଦର ୯୯୯.୫୦ ଟଙ୍କାରେ ପହଞ୍ଚିଥିଲାବେଳେ ଅନ୍ୟ…

ମଥୁରା-ଇଣ୍ଡୋର -ନାଗପୁର, ୩ ଭିନ୍ନ ଦୁର୍ଘଟଣା ଓ ଅଘଟଣରେ ୨୧ ମୃତ

ନିର୍ଭୟ ମିଡିଆ : ନୂଆଦିଲ୍ଲୀ : ଦେଶର ୩ଟି ଭିନ୍ନ ରାଜ୍ୟରେ ୩ ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ୨୧ ଲୋକଙ୍କ ଜୀବନ। ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ୩ଟି ଘଟଣାରୁ ୨ଟି ଶୁକ୍ରବାର ରାତିରେ ଏବଂ ଗୋଟିଏ ଘଟଣା…

ସହିପାରିଲେନି ଋଣ ବୋଝ : ଜୀବନ ହାରିଲେ ମା’, ପୁଅ

ନିର୍ଭୟ ମିଡ଼ିଆ:ରାୟଗଡ଼ା : ରାୟଗଡା ଜିଲ୍ଲା ଜେମାଦେଇପେଣ୍ଠସ୍ଥିତ ଜଳଖିଆ ଦୋକାନ ମାଲିକାଣୀ ଓ ତାଙ୍କ ପୁଅଙ୍କ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକ ଖେଳାଇ ଦେଇଛି। ଶୁକ୍ରବାର ରାତିରେ ଜେମାଦେଇପେଣ୍ଠସ୍ଥିତ ଜଳଖିଆ ଦୋକାନର ମାଲିକାଣୀ ଜି.ରଜନୀ ଏବଂ ତାଙ୍କ ପୁଅ ଜି.ସୋମେଶ ବିଷ…

ଇଡି ରେଡ : ଝାଡଖଣ୍ଡର ଆଇଏଏସଙ୍କ ନିକଟରୁ ମିଳିଲା ନଗଦ ୧୭ କୋଟି

ମନେରଗା ଠକେଇ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚଡାଉ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଝାଡଖନ୍ଦର ବରିଷ୍ଠ ଆଇଏଏସ ଅଧିକାରୀ ତଥା ଖଣି ସଚିବ ପୂଜା ସିଂଘଲ ଏବଂ ତାଙ୍କ ସହ ଜଡିତ ତଥା କ୍ଷମତାରେ ଥିବା ବ୍ୟକ୍ତିଙ୍କ…

ଭାଜପା କର୍ମୀଙ୍କ ମୃତଦେହ ଠାବ ମୃତ ଚୌରାସିଆଙ୍କ ପରିବାରକୁ ଭେଟିଲେ ଶାହା, ସିବିଆଇ ତଦନ୍ତ ପାଇଁ ଦାବି

ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର କାଶିପୁରରେ ପହଞ୍ଚି ମୃତ ବିଜେୱାଇଏମ ନେତା ଅର୍ଜୁନ ଚୌରାସିଆଙ୍କ ପରିବାରକୁ ଭେଟିଛନ୍ତି। ଶୁକ୍ରବାର ସକାଳେ ସନେ୍ଦହଜନକ ଅବସ୍ଥାରେ ଚୌରାସିଆଙ୍କ ମୃତ ଦେହ ମିଳିବା ପରେ ଗୃହମନ୍ତ୍ରୀ କାଶିପୁରରେ ପହଞ୍ଚଥିଲେ ଏବଂ ତାଙ୍କ…

ଅମରନାଥ ଯାତ୍ରା ପଥରେ ଏନକାଉଣ୍ଟର ହିଜବୁଲ କମାଣ୍ଡର ସହ ୩ ମୃତ

ଶୁକ୍ରବାର ସ୍ଥାନୀୟ ଅନନ୍ତନାଗ ଜିଲ୍ଲାସ୍ଥିତ ଅମରନାଥ ଯାତ୍ରା ପଥରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷବେଳେ ୩ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ କମାଣ୍ଡର ଆସରଫ ମୋଲଭି ଥିବା ଜଣାପଡିଛି। ମୋଲଭି ୨୦୧୬ ମସିହାରୁ ଜାମ୍ମୁ-କାଶ୍ମୀରରେ…

କେବେ ରିଲିଜ୍‌ ହେବ ‘ଚାହିଁଥିବି ତତେ ହଜାରେ ବରଷ’

‘ପ୍ରେମର ନିଶା ନିଆରା ନିଆରା’ ଫେମ୍‌ ନାୟକ ଶୁଭମଙ୍କ ଅଭିନୀତ ଦ୍ୱିତୀୟ ଓଡ଼ିଆ ଛବି କେବେ ରିଲିଜ୍‌ ହେବ, ତାହା ଏଯାଏଁ ଜଣାପଡ଼ିନାହିଁ। ଶୁଭମଙ୍କ ଏହି ନୂଆ ଓଡ଼ିଆ ଛବିର ଶୀର୍ଷକ ହେଲା “ଚାହିଁଥିବି ତତେ ହଜାରେ ବରଷ’। ଏହି ସିନେମାରେ…

ଅମ୍ଳାନ ଓ ଅନନ୍ୟାଙ୍କ ମାହୀ ମାହୀ…

ଓଲିଉଡର ଜଣାଶୁଣା ନାୟିକା ଅନନ୍ୟାଙ୍କ ଏକ ଗୀତ ନିକଟରେ ରିଲିଜ୍‌ ହୋଇଛି। ଏହି ଗୀତଟି ହେଲା ‘ମାହୀ ମାହୀ’। ଏହା ଅବଶ୍ୟ ମୁ୍ୟଜିକ୍‌ ଭିଡ଼ିଓର ଗୀତ ନୁହେଁ ଏହା ଏକ ଫିଲ୍ମର ଗୀତ। ଯେଉଁ ଓଡ଼ିଆ ଛବିରେ ଏହି ଗୀତଟି ରହିଛି…

ସବ୍ୟସାଚୀ-ପ୍ରିୟା ଯୋଡ଼ିର ହାଟ୍ରିକ୍‌

ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟକ ସବ୍ୟସାଚୀ ୨୦୦୬ରେ ମୁକ୍ତିଲାଭ କରିଥିବା ‘ପାଗଳପ୍ରେମୀ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାର ନିଦେ୍ର୍ଦଶକ ଥିଲେ ହର ପଟ୍ଟନାୟକ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଅପରପକ୍ଷରେ ହସକୁରୀ ଓଲିଉଡ ନାୟିକା ପ୍ରିୟା ୨୦୦୮ରେ…