Author:

ଗଛରେ ପିଟି ହେଲା ବସ୍‌

ଗଞ୍ଜାମ ଜିଲ୍ଲା ବେଗୁନିଆ ଫାଣ୍ଡି ଅନ୍ତର୍ଗତ ଏସ୍‌ ଛନିକା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହେବାରୁ ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳେ ପୂଜା…

ଏଏସ୍‌ଆଇ ଅଧୀକ୍ଷକଙ୍କ ନାଁରେ ଏତଲା ପରିକ୍ରମା ପ୍ରକଳ୍ପ କ’ଣ ବିଶ୍ୱସ୍ତରୀୟ ଓ ନାଁ ବସ୍ତିସ୍ତରୀୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଥିବା ସମୟରେ ସୋମବାର ଦିନ କାର୍ଯ୍ୟରେ ଅବହେଳା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏଫଆଇଆର ଦେଇଛି ଜଗନ୍ନାଥ ସେନା । ଜଗନ୍ନାଥ ସେନାର…

ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ଜୋରଦାର ବିରୋଧ

ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ବିବାଦ । ପ୍ରଥମେ ପୁରୀ ଏବଂ ପରେ ଭୁବନେଶ୍ୱରରେ ଆଦିତ୍ୟ ବାହିନୀ ପକ୍ଷରୁ ଏହି ବିରୋଧ କରାଯାଇଛି । ସୋମବାର ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀରେ…

ତ୍ରିପୁରାରେ ୧୧ମନ୍ତ୍ରୀ ନେଲେ ଶପଥ

ତ୍ରିପୁରା ମୁଖ୍ୟମନ୍ତ୍ରୀଭାବେ ମାଣିକ ସାହା ଦାୟିତ୍ୱ ଗ୍ରହଣ କରିବାର ଦିନକ ପରେ ଆଜି ୧୧ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ୧୧ ଜଣଙ୍କ ମଧ୍ୟରେ ୯ ଜଣ ଭାଜପାର ହୋଇଥିବାବେଳେ ୨ ଜଣ ଆଇପିଏଫଟିର ବିଧାୟକ…

କଥାଶିଳ୍ପୀ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ

କଥାଶିଳ୍ପୀ ତଥା ବିଶିଷ୍ଟ ସାହିତି୍ୟକ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ ହୋଇଯାଇଛି । ୭୭ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ତାଙ୍କର ମୃତୁ୍ୟ ସମୟରେ ଧର୍ମପତ୍ନୀ , ପୁଅ, ବୋହୂ, ନାତୁଣୀ, ଝିଆରୀ, ପୁତୁରା କଥାଶିଳ୍ପୀ ଅଜୟ ମହାପାତ୍ର ଓ…

ସମଲିଙ୍ଗୀ ଭୂମିକାରେ ମାଧୁରୀ

ବଲିଉଡର ଧକ୍‌ ଧକ୍‌ ଗାର୍ଲ ଭାବେ ଜଣାଶୁଣା ଅଭିନେତ୍ରୀ ମାଧୁରୀ ବହୁ ଦିନ ହେବ ଡିଜିଟାଲ ଡେବୁ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଇ ନିକଟରେ ନେଟ୍‌ଫ୍ଲିକ୍ସର ସିରିଜ ‘ଦି ଫେମ୍‌ ଗେମ୍‌’ରୁ ଓଟିଟିରେ ସେ ନିଜର ଡେବୁ୍ୟ କରିଛନ୍ତି ।…

ପେଟା ଇଣ୍ଡିଆ ପକ୍ଷରୁ ସମ୍ମାନିତ ହେଲେ ପୂଜା

ମହେଶ ଭଟ୍ଟ ତନୟା ତଥା ଅଭିନେତ୍ରୀରୁ ଫିଲ୍ମ ନିର୍ମାତା ବନିଥିବା ପୂଜା ଭଟ୍ଟ ସୋସିଆଲ ମିଡ଼ିଆରେ ଖୁବ୍‌ ସକ୍ରିୟ ରହନ୍ତି । ତେବେ ପୂଜାଙ୍କୁ ନେଇ ଏବେ ଏକ ସୁସମ୍ବାଦ ମିଳିଛି । ପେଟା ଇଣ୍ଡିଆ ଜରିଆରେ ତାଙ୍କୁ ସମ୍ମାନିତ କରାଯାଇଥିବା…

୨୦୨୪ରେ ଆସିବ ‘କେଜିଏଫ୍‌-୩’

ଦକ୍ଷିଣ ଭାରତୀୟ ଅଭିନେତା ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ ସିନେମା ଘରେ ରିଲିଜ ହେବା ପରେ ଦର୍ଶକଙ୍କୁ ନିଜର ଦିୱାନା ବନାଇ ଦେଇଛି । ଏହି ଫିଲ୍ମଟି ଭଲ ବ୍ୟବସାୟ ମଧ୍ୟ କରିଛି । ଫିଲ୍ମଟି ଏପ୍ରିଳ ୧୪ରେ ସିନେମା…

ମହିଳା ବିଶ୍ୱ ବକ୍ସିଂ ପଦକ ନିଶ୍ଚିତ କଲେ ଜରିନ୍‌ ଓ ମନିଷା

ଗତ ଏସିଆନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ନିଖତ୍‌ ଜରିନ ଏବଂ ମନିଷା ମୌନ୍‌ ଇସ୍ତାନବୁଲରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ସୋମବାର ଦିନ ୫୨କେଜି ବର୍ଗରେ ଜରିନ୍‌ ସେମି ଫାଇନାଲକୁ ଉଠି…

କିଟ୍ ରେ ଜାତୀୟ ସ୍କୁଲ୍‌ ଚେସ ପ୍ରତିଯୋଗିତା ଉଦ୍ଘାଟିତ

କିଟ୍ ବିଶ୍ୱବିଦ୍ୟାଳୟରେ ୧୦ମ ଏମ୍ପିଏଲ ଜାତୀୟ ସ୍କୁଲ ଚେସ୍ ଚମ୍ପିଅନସିପ-୨୦୨୨ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ରାଜ୍ୟରୁ ୧୦୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କେବଳ ଓଡ଼ିଶାରୁ…