Author:

ଶସ୍ତା ହେବ ଖାଇବା ତେଲ

ଏଜେନ୍ସୀ : ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ସାଧାରଣ ଲୋକ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦର ଯୋଗୁ ବିଗିଡ଼ି ଯାଉଛି ଘରର ବଜେଟ । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନେଇଛନ୍ତି…

କଂଗ୍ରେସ ଛାଡିଲେ ଶିବଲ , ସପା ସମର୍ଥନରେ ରାଜ୍ୟସଭାକୁ ଯିବେ

ଏଜେନ୍ସୀ : ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଦେଶର ଜଣାଶୁଣା ଆଡଭୋକେଟ କପିଲ ଶିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବିଦ୍ରୋହୀ ଗ୍ରୁପ୍‌-୨୩ର ସଦସ୍ୟ ଥିବା କପିଲ ଶିବଲ ବୁଧବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ଲକ୍ଷ୍ନୌରେ…

ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ହାଟବାଦଡା ସାପ୍ତାହିକ ବୁଧବାର ହାଟରେ ଭୋର ୫,୩୦/୬ ଟା ମଧ୍ୟରେ ଜଣେ ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତ ମାନେ ଅତର୍କିତ ଭାବେ ଗୁଳି କରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି…

ଆମେରିକାର ସ୍କୁଲ୍‌ରେ ଫାୟାରିଂ ତରୁଣ ବନ୍ଧୁକଧାରୀଙ୍କ ଗୁଳିରେ ୧୯ ପିଲାଙ୍କ ସମେତ ୨୧ ମୃତ

ଆମେରିକାର ଟେକ୍ସାସରେ ମଙ୍ଗଳବାର ଅପରାହ୍ନରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଟେକ୍ସାସର ୟୁଭାଲ୍‌ଡ କାଉଣ୍ଟିସ୍ଥିତ ରୋବ୍‌ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ବର୍ଷୀୟ ଯୁବକ ଆଖିବୁଜା ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ୧୯ ଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କର ମୃତ୍ୟୁ…

ପୁରୀରେ ଗୁଳି ଯୁବକ ମୃତ

ପୁରୀ ପୁଣି ଅଶାନ୍ତ ହୋଇପଡ଼ିଛି । ଗତ ମାର୍ଚ୍ଚ ୧୬ ତାରିଖରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ବେଳେ ମଙ୍ଗଳବାର ରାତି ୯ଟାରେ ପୁଣି ହୋଇଛି ଗୁଳିକାଣ୍ଡ । ଦୁଇଜଣ ଦୁର୍ବୃତ୍ତ ଏମାର ମଠ ନିକଟ କାକୁଡ଼ିଖାଇ…

‘ଏଏସଆଇ-ସରକାରୀ ଅଧିକାରୀଙ୍କୁ ବାନ୍ଧୁ ସିବିଆଇ’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢ଼ୁଛି । ଏଥିସହ ବଢ଼ୁଛି ରାଜନୈତିକ ମତଭେଦ । କିଏ ଜଗନ୍ନାଥଙ୍କୁ ମୁଣ୍ଡରେ ଧରି ପ୍ରତିବାଦ କରୁଛି ତ ଆଉ କିଏ ସୌନ୍ଦର୍ଯ୍ୟକରଣକୁ ଦେଉଛି ସମର୍ଥନ । ମନ୍ଦିର ପ୍ରତି ବିପଦ…

କ୍ୱାଡ ସମ୍ମିଳନୀ : ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଉପରେ ମୋଦୀ, ଆଲବାନିଜ୍‌ଙ୍କ ଜୋର

ମଙ୍ଗଳବାର ଟୋକିଓଠାରେ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ…

ଆଫ୍ରିକାରେ କାରଖାନା ପ୍ରତିଷ୍ଠା କରିବ ସେରମ

କରୋନା ବେଳରେ ଲୋକଙ୍କ ନିକଟରେ ଟୀକା ପହଞ୍ଚାଇ ବାଃ ବାଃ ସାଉଁଟିଥିବା ସେରମ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ଇଣ୍ଡିଆ ଏବେ ଆଫ୍ରିକାରେ ଏହାର ଏକ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଚାହୁଁଛି । ବିଶ୍ୱ ଏବେବି କୋଭିଡ-୧୯ ସହ ଜୁଝୁଥିବାବେଳେ ଆଫ୍ରିକା ହେଉଛି ଏପରି…

ଦରବୃଦ୍ଧି ଯୋଗୁ ପୁରା ବିଶ୍ୱ ଚିନ୍ତାରେ, ହେଲେ ଭାରତ ସ୍ଥିତି ଭଲ ଅଛି : ଆଇଏମଏଫ

ଡାଭୋସରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଅର୍ଥନୀତି ଫରୋମରେ ସିଏନବିସିକୁ ଏକ ସାକ୍ଷାତକାର ଦେବା ସମୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଆଜି ଭାରତ ଅର୍ଥନୀତି ବାବଦରେ ଏକ ବଡ କଥା କହିଛନ୍ତି । ବର୍ଦ୍ଧିତ ଦରଦାମ ଯୋଗୁ…

ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଥିୟାଲ ଭାଜପାରେ ମିଶିଲେ

ନିକଟରେ ଶେଷ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଅଜୟ କୋଥିୟାଲ ମଙ୍ଗଳବାର ଭାଜପାରେ ମିଶିଛନ୍ତି । ଗତ ମେ’ ୧୮ରେ କୋଥିୟାଲ ଆପ୍‌ରୁ ଇସ୍ତଫା ଦେଇଥିଲେ । ଏହାର ସପ୍ତାହେ ନପୁରୁଣୁ ସେ ଆଜି ଭାଜପାରେ…