ରାଜନୀତି ରାଜ୍ୟ ସନ୍ତୋଷଙ୍କ ସହ ମନ୍ତ୍ରଣା ପାଇଁ ମନମୋହନ ଗଲେ ଦିଲ୍ଲୀ July 23, 2025 Papirani ସୋମବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଲେ ରାଜଭବନ । ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କ ସହ ବେଶ୍ କିଛି ସମୟ ଆଲୋଚନା କଲେ । ଚର୍ଚ୍ଚା ଜୋର ଧରିଲା । ମଙ୍ଗଳବାର ସକାଳେ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସମ୍ପାଦକ ମାନସ…
ତାଜା ଖବର ରାଜ୍ୟ ବିଭିନ୍ନ ପ୍ରକଳ୍ପ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 23, 2025 Papirani ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଘଟଗାଁ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ; ଜବତ ହେଲା ୩ ପ୍ଲଟ ସହ ଫାର୍ମହାଉସ୍ July 23, 2025 Papirani ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ବିଏମସି ଅଫିସ୍ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି ରହିଛି। ଭୁବନେଶ୍ବର, ଖୋର୍ଦ୍ଧା ଓ…
ତାଜା ଖବର ରାଜ୍ୟ ରାଜ୍ୟର ୨୩ ଜିଲ୍ଲାରେ ପ୍ରତିଷ୍ଠା ହେବ ୫୬ ନୂଆ କୋର୍ଟ July 23, 2025 Papirani ରାଜ୍ୟର ୨୩ଟି ଜିଲ୍ଲାରେ ୫୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ମିଳିଲା ଅନୁମୋଦନ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏବଂ ଭଦ୍ରକ ବାସୁଦେବପୁରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ସ୍ଥାପନ କରାଯିବ । ଏହା ସହ ମୟୂରଭଞ୍ଜରେ ସର୍ବାଧିକ…
ତାଜା ଖବର ରାଜ୍ୟ କଟକରେ ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ July 23, 2025 Papirani କଟକ ଜିଲ୍ଲାର ଅଧାରୁ ଅଧିକ କଲେଜରେ କର୍ମଚାରୀଙ୍କ ଦରମା ବନ୍ଦ କରିବା ନିର୍ଦ୍ଦେଶ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରି ନଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଏହି ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏହାସହ ଆସନ୍ତା…
ତାଜା ଖବର ରାଜ୍ୟ ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଆଉ ୨ଟି ନୂଆ ବାଟାଲିୟନ୍ July 23, 2025 Papirani ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ । ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ । ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ ଟି ପଦବୀ…
ତାଜା ଖବର ରାଜ୍ୟ ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ July 23, 2025 Papirani ଗତକିଛି ଦିନ ହେବ ବିଭିନ୍ନ ଜିଲ୍ଲାରେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଲାଇସାରିଲାଣି । ଏହାରି ମଧ୍ୟରେ ପୁଣି ଯୁବତୀଙ୍କୁ ଅସଦାଚରଣ ଘଟଣା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ଜଣେ…
ତାଜା ଖବର ରାଜ୍ୟ ଡାକ୍ତରଙ୍କ ନାଁରେ ଷ୍ଟାଫ ନର୍ସଙ୍କ ନିର୍ଯାତନା ଅଭିଯୋଗ July 22, 2025 Papirani ରାଜ୍ୟରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା । କିଛି ଦିନ ହେବ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସୁଥିବା ବେଳେ ଆଜି ଡାକ୍ତରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଷ୍ଟାଫ ନର୍ସ । ରାଜଧାନୀର ଏକ ଘରୋଇ ମେଡିକାଲ୍ କଲେଜର ପ୍ରଫେସରଙ୍କ…
ତାଜା ଖବର ରାଜ୍ୟ ଡାକ୍ତର କରୁଣାକର ରାଉତଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 22, 2025 Papirani ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ । ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…
ତାଜା ଖବର ରାଜ୍ୟ ରାଗିଂ ଘଟଣା: ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର July 22, 2025 Papirani ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର । ରାଗିଂ ଘଟଣାକୁ ନେଇ ହୋଇଥିବା ନିଲମ୍ବନ ଆଦେଶ ଉଠିଲା ।ରାଗିଂ ଘଟଣାକୁ ଅସ୍ବୀକାର କରି ଧାରଣା ଦେଇଥିଲେ ଉଭୟ ଗୋଷ୍ଠୀ ଛାତ୍ର । ଏହା ସହ ହଷ୍ଟେଲ ୱାର୍ଡେନ ନିଲମ୍ବନ ପ୍ରତ୍ୟାହାର…