Author: Papirani

ଆଇସ୍‍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‌ ଲିକ୍‌; ୪ ଅସୁସ୍ଥ 

ଜଗତସିଂହପୁର ଜିଲା ପାରାଦ୍ୱୀପ ଲକ୍‍ ଥାନା ପାରଦ୍ୱୀପଗଡ ପ୍ଲାଣ୍ଟରେ ଅଘଟଣ । ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଅସୁସ୍ଥ । ପାରାଦ୍ବୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଘଟଣା । ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍ ହୋଇ…

ପୁଣି ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ

ସୁନ୍ଦରଗଡର ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜିର ବିସ୍ଫୋରକ ଜବତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରକ ଜବତ କଲା ସୁରକ୍ଷା ବାହିନୀ । ପୂର୍ବରୁ ଅଢ଼େଇ ଟନ୍‌ ବିସ୍ଫୋରକ ଜବତ ହୋଇଥିଲାଏକ ସପ୍ତାହ ତଳେ ୪ ଟନ୍ ରୁ…

୧୮ ବର୍ଷ ଅପେକ୍ଷା ପରେ ଆଇପିଏଲ୍‌ ଟାଇଟଲ ହାତେଇଲା ଆରସିବି

ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ ଫାଇନାଲରେ ଇତିହାସ ସୃଷ୍ଟି ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତାର ନୂତନ ଚାମ୍ପିଅନ ପାଇଛି। ଚଳିତ ସିଜିନର ଫାଇନାଲରେରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

ଭୁଲ ଇଞ୍ଜେକ୍ସନ ଦେବାରୁ ଗଲା ୫ ରୋଗୀଙ୍କ ଜୀବନ !

ଭୁଲ ଇଞ୍ଜେକ୍ସନରେ ଗଲା ଏକାଥରେ ପାଞ୍ଚ ପାଞ୍ଚଟା ଜୀବନ । ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ। କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଭୁଲ୍ ଇଞ୍ଜେକସନ୍ ଦେବା ପରେ ରୋଗୀଙ୍କର…

୯୮ ପ୍ରତିଶତ ଫେରିଛି ୨ ହଜାର ଟଙ୍କିଆ ନୋଟ୍: ଆରବିଆଇ

୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି। ୨୦୨୩ ମେ’ରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା ନେଇ ସୂଚନା ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ୍ ବୈଧ ଟେଣ୍ଡର…

ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି । ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଦୁଃଖ ପ୍ରକାଶ…

୪ ଟନ୍ ବିସ୍ଫୋରକ ଲୁଟ୍ ମାମଲା: ଗୋଦାମ ମାଲିକ ଗିରଫ

୪ ଟନ୍ ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟ୍ ଘଟଣାରେ ଗୋଦାମ ମାଲିକ ଗିରଫ । ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ । ପୂର୍ବରୁ ରଘୁନାଥପାଲି ଥାନାରେ ଗୋଦାମ…

ଦେବଗଡ଼ ଜିଲ୍ଲାକୁ ୨୦୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ ଜିଲ୍ଲାକୁ ୨୦୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ସେଠାରେ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି…

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ । ଜୁନ ୭ ବଦଳି ଆବେଦନର…

ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ଘରୋଇ ବସ୍‌ ଓ ଟ୍ରକ୍‌ ମାଲିକ ସଂଘ

ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ଘରୋଇ ବସ୍‌ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ ବୋଲି…