ତାଜା ଖବର ରାଜନୀତି ରାଜ୍ୟ ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଘଟଣା; ମୋ ଜୀବନ ଖୋଲା ବହି, ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ: ମନମୋହନ ସାମଲ April 4, 2025 Papirani ମନମୋହନ ସାମଲଙ୍କୁ ଟଙ୍କା ଦିଆଯାଇଥିବା ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ମୋ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା ।ଆକାଉଣ୍ଟ…
ତାଜା ଖବର ରାଜ୍ୟ ରାଜଧାନୀରେ ଡବଲ୍ ଏନକାଉଣ୍ଟର April 4, 2025 Papirani ପୁଣି ରାଜଧାନୀରେ ଡବଲ୍ ଏନକାଉଣ୍ଟର। ବିହାରରୁ ଆସି ଭୁବନେଶ୍ୱର, ପୁରୀ, କଟକରେ ମଚାଉଥିଲେ ଆତଙ୍କ। ବଡ଼ଗଡ଼ ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଏନକାଉଣ୍ଟର ହୋଇଛି। ଉଭୟ ପକ୍ଷ ମଧ୍ୟରେ ୭ ରାଉଣ୍ଡ ଗୁଳି ବିନିମୟ ହୋଇଛି। ଏଥିରେ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟସଭାରେ ୱକଫ୍ ସପକ୍ଷରେ ମତ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର April 4, 2025 Papirani ବିବାଦୀୟ ୱାକଫ୍ ବିଲ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି । ଦୁଇ ଦିନରେ ବ୍ୟାପକ ଆଲୋଚନା ପରେ ଶେଷରେ ବିଲ ପାରିତ ହୋଇଛି । ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା…
ତାଜା ଖବର ମନୋରଞ୍ଜନ ପରଲୋକରେ ବଲିଉଡ୍ ଅଭିନେତା ମନୋଜ କୁମାର April 4, 2025 Papirani ଚଳଚ୍ଚିତ୍ର ଜଗତରେ ଖୁବ୍ ଜଣାଶୁଣା ‘ଭାରତ କୁମାର’ ନାମରେ ପରିଚିତ ଭାରତୀୟ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବଲିଉଡର ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର…
ତାଜା ଖବର ରାଜ୍ୟ ରାଜ୍ୟସଭାରେ ମଧ୍ୟ ପାରିତ ହେଲା ୱାକଫ୍ ବିଲ୍ April 4, 2025 Papirani ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ଶେଷରେ ବହୁ ବିବାଦୀୟ ୱାକଫ୍ ବିଲ୍ ରାଜ୍ୟସଭାରେ ପାଶ ହୋଇଛି। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ…
ତାଜା ଖବର ରାଜନୀତି ରାଜ୍ୟ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି; ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡି ସାଂସଦ April 3, 2025 Papirani ୱାକଫ୍ ସଂଶୋଧନ ବିଲ୍ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି।ରାଜ୍ୟସଭାରେ ଭୋଟିଂ ବେଳେ ବିରୋଧ ନିଷ୍ପତ୍ତିରୁ ଓହରିଥିବା ସୂଚନା ମିଳିଛି । ବିରୋଧ ନ କରି ବିବେକ ଅନୁସାରେ ରାଜ୍ୟସଭାରେ ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡ଼ି ସାଂସଦ…
ତାଜା ଖବର ରାଜ୍ୟ କିଛି ଘଣ୍ଟା ଭିତରେ ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ April 3, 2025 Papirani ଆଗାମୀ କିଛି ଘଣ୍ଟାରେ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ସତର୍କ…
ତାଜା ଖବର ରାଜନୀତି ରାଜ୍ୟ ୱାକଫ୍ ବିଲ୍ କୁ ବିଜେଡି ସାଂସଦ ମୁନା ଖାନ୍ଙ୍କ ବିରୋଧ April 3, 2025 Papirani ରାଜ୍ୟସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ବିବାଦୀୟ ୱାକଫ ସଂଶୋଧିତ ବିଲ୍ ୨୦୨୫ କୁ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ କରିଛି । ଗୃହରେ…
ତାଜା ଖବର ରାଜନୀତି ରାଜ୍ୟ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ April 3, 2025 Papirani ବିଧାନସଭା ଘେରାଉ ବିଫଳ ହେବା ପରେ ପୁଣି ଥରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ…
ତାଜା ଖବର ଦେଶ ମମତା ବାନାର୍ଜୀଙ୍କୁ ଝଟ୍କା; ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ April 3, 2025 Papirani ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି । ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ…