Author: Papirani

ନିର୍ମାଣ ଶ୍ରମିକଙ୍କ ପାଇଁ ପୂର୍ବରୁ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଦେଶ ନିର୍ମାଣର ମେରୁଦଣ୍ଡ ହେଉଛନ୍ତି ନିର୍ମାଣ ଶ୍ରମିକ, ସେମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାଣ । ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ…

କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ; ୫ ଆହତ

କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଭୁଶୁଡ଼ିଲା କ୍ରେନ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । କିନ୍ତୁ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ସେପ୍ଟେମ୍ବର ୧୭ ତାରିଖ ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ସୁଭଦ୍ରା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…

ବିଧାନସଭା ଆଗରେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ଆନ୍ଦୋଳନ

୬ ମାସ ଦରମା ପାଇନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ । ଆଜି ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ମହିଳା । ବକେୟା ଦରମା ସହ ଗୋଷ୍ଠୀ ସହାୟିକା…

ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ । ଆଜି ବିଧାନସଭା ଗୃହରେ ରଣେନ୍ଦ୍ର ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ଭଳି କହିଛନ୍ତି । ସେ କହିଛନ୍ତି ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ୫ ମାସରେ…

ରାଜ୍ୟରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବେ ସରକାର !

ରାଜ୍ୟର ପ୍ରମୁଖ ସହରରେ କୁକୁର ପାଇଁ ଶ୍ମଶାନ ତିଆରି କରିବେ ରାଜ୍ୟ ସରକାର। ଆଜି ବିଧାନସଭା ଗୃହରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଟ୍ବିନ୍‌ ସିଟି ସହ କିଛି ପ୍ରମୁଖ…

ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ; ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ 

ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ…

ମାଲକାନଗିରିରେ ବନ୍ୟା ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଥିବା ମାଲକାନଗିରିର ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା । ସେ କହିଛନ୍ତି ମାଲକାନଗିରିରେ ଜଳବନ୍ଦୀରେ ଥିବା ୧୬୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସେଥିମଧ୍ୟରୁ ୫୪…

ବିଲରେ କାମ କରୁଥିବା ବେଳେ ବଜ୍ରପାତ; ଦୁଇ ଚାଷୀ ମୃତ

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ । ବାରିପଦାର ବେତନଟୀ ବ୍ଲକ ଡୁମାପଦା ନିକଟ ଜମିରେ ଚାଷ ବେଳେ ବଜ୍ରପାତ । ଏହି ବଜ୍ରପାତରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର…

ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ; ନାମକୁ ନେଇ ଏତେ ରାଗ କାହିଁକି : ସୌମ୍ୟରଞ୍ଜନ ପଟ୍ଟନାୟକ

ରେଭେନ୍ସା ନାମ ପରିବର୍ତ୍ତନ ନେଇ ରାଜ୍ୟରେ ଦିନକୁ ଦିନ ତେଜୁଛି ରାଜନୀତି । ଆଜି ରେଭେନ୍ସା ନାମ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମର ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ…