Author: Papirani

ଠାବ ହେଲା ନକଲି କ୍ଷୀର ତିଆରି ହେଉଥିବା କମ୍ପାନୀ

କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଠାବ ହେଲା ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କମ୍ପାନୀ । ଅପମିଶ୍ରଣ ଅଭିଯୋଗରେ କଟକରେ ଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀରେ ଚଢ଼ାଉ କରିଛି କମିଶନରେଟ ପୋଲିସ ଓ ଖାଦ୍ୟ…

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନ୍‌ଲୋଡ କରିବା ଏକ ଗୁରୁତର ଅପରାଧ: ସୁପ୍ରିମକୋର୍ଟ

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଛୋଟ ପିଲାଙ୍କ ସହ ଜଡିତ ଅଶ୍ଳିଳ ଭିଡ଼ିଓ ଦେଖିବା ଏବଂ ଡାଉନଲୋଡ କରି ରଖିବା ମଧ୍ୟ ପୋକସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଅପରାଧ ବୋଲି…

ଭରତପୁର ଥାନାରେ ପୂଜାପାଠ; ଗେଟ୍‌ରେ ଆଇଆଇସି ଝୁଲାଇଲେ ଲଙ୍କାଲେମ୍ବୁ

ରାଜଧାନୀରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା ଏବେ ବିଚାରଧିନ ଥିବା ବେଳେ ଆଜି ଭରତପୁର ଥାନାରେ ନୂଆ ଆଇଆଇସି ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଦୀପକ ଖଣ୍ଡାୟତରାୟ । ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ମାନସିକ ଶାନ୍ତି…

ରାଜ୍ୟରେ ଲଘୁଚାପ ବର୍ଷା; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଫଳରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଆଜି ପାଇଁ ୧୨…

ଭରତପୁର ଥାନା ବିବାଦ: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ

ତେଜୁଛି ଭରତପୁର ଥାନାରେ ପୋଲିସ-ସେନା ଘଟଣା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ କର୍ମଚାରୀ । ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଛନ୍ତି ପୋଲିସ୍ କର୍ମଚାରୀ । ଏହି ବିବାଦରେ ପୋଲିସ ପରବର୍ତ୍ତୀ ରଣନୀତି…

ବିଜେଡି ମୁଖିଆ ନବୀନ ବାବୁଙ୍କ ବକ୍ତବ୍ୟ ସଇତାନର ବେଦପାଠ ସଦୃଶ: ବିଜେପି

ମହିଳା ବିରୋଧୀ ହିଂସାକୁ ବିଜେପି ସରକାର ବରଦାସ୍ତ କରିବ ନାହିଁ । ଭରତପୁର ଥାନା ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଘଟଣାରେ ସମ୍ପୃକ୍ତ ୫ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ କରାଯିବା ସହିତ ନିରପେକ୍ଷତା, ସ୍ୱଚ୍ଛତା ପାଇଁ ତଦନ୍ତଭାର…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି। ଏହାସହିତ ମନ୍ତ୍ରୀ ଭାବେ ଗୋପାଳ…

ଥାନାରେ ନିର୍ଯାତନା ଘଟଣା: ପୋଲିସ ଅଧିକାରୀଙ୍କ ସସ୍‌ପେଣ୍ଡ ଅର୍ଡର ହଟାଇବାକୁ ଦାବି

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଘଟଣାରେ ପୋଲିସ ଅଧିକାରମାନଙ୍କୁ କରଯାଇଥିବା ସସ୍‌ପେଣ୍ଡ ଅର୍ଡର ହଟାଇବାକୁ ଦାବି କରିଛନ୍ତି ଓଡ଼ିଶା ପୋଲିସ ସଂଘ । ଆଜି ଏହି ସଂପର୍କରେ ସଂଘର ସଂଗଠନ…

ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ

ଏୟାର ମାର୍ଶାଲ ଅମର ପ୍ରୀତ୍ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ।ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରୀତ । ବର୍ତ୍ତମାନ ବାୟୁସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ…

ଭରତପୁର ଥାନାରେ ନିର୍ଯାତନା ଘଟଣା: ପୋଲିସଙ୍କ ଉପରକୁ କଂଗ୍ରେସର ଟମାଟୋ ମାଡ

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଘଟଣାକୁ ନେଇ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ପୋଲିସଙ୍କ…