Author: Papirani

ବିଜେଡି ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି, ସେମାନଙ୍କ ହାତରେ ଏବେ ଦଳ ଅଛି: ଅମରେଶ ଜେନା

ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି ଦଳ ଭିତର କଳି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ ଦିଆଯିବା ପରେ ପୁଣି ଦଳରେ ଦେଖାଯାଇଛି ବିଶୃଙ୍ଖଳା । ଏହାରି ମଧ୍ୟରେ ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ…

ତାତି ସହ ଗୁଳୁଗୁଳିରେ ସିଝୁଛି ଓଡ଼ିଶା; ଅସ୍ତବ୍ୟସ୍ତ ଜନଜୀବନ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲା ବେଳେ ପୁଣି ରାଜ୍ୟକୁ ପୁଣି ଫେରିଛି ତାତି । ତାତି ସହ ଗୁଳୁଗୁଳିରେ ସିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା…

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ଘଟଣା: ଝାରସୁଗୁଡ଼ାରେ ମୁର୍ଶିଦାବାଦ ଅପରାଧୀ; ୨ ଗିରଫ

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗ ଏସଟିଏଫର ତନାଘନା । ମୁର୍ଶିଦାବାଦରେ ଦଙ୍ଗା ଘଟଣାରେ ଛାନଭିନ୍ କରୁଛି ୫ ଜଣିଆ ଏସଟିଏଫ । ପଶ୍ଚିମବଙ୍ଗ ହିଂସା ଘଟଣା ଘଟାଇଥିବା ହିଂସାକାରୀ ଝାରସୁଗୁଡ଼ାରେ ଲୁଚିଥିବା ସନ୍ଦେହରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ଟିମ୍ ବନହରପାଲି ଥାନା ବନ୍ଧବାହାଲରେ…

କୋରାପୁଟ ଜିଲ୍ଲାକୁ ମିଳିଲା ପିଏମ ଏକ୍ସିଲେନସ୍ ଆୱାର୍ଡ

କୋରାପୁଟ ଜିଲ୍ଲାକୁ ମିଳିଲା ସମ୍ମାନ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଓ ସଫଳତା ରୂପାୟନ ପାଇଁ ଆଜି କୋରାପୁଟ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଏକ୍ସିଲେନସ-୨୦୨୫ ଆଓ୍ବାର୍ଡରେ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଅରୁଣ, ପୃଥ୍ୱୀରାଜ ମୁହାଁମୁହିଁ

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଜେପିକୁ ଟାର୍ଗେଟ୍ କରି ଅରୁଣ ସାହୁ କହିଛନ୍ତି ଗଣମାଧ୍ୟମରେ ଖାଲି ହତ୍ୟାର ଖବର । ଅପରାଧୀ ଜାଣିଲେଣି ଏହା ଦୁର୍ବଳ ସରକାର ତେଣୁ…

୮୮ ବର୍ଷ ବୟସରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ

ପରଲୋକରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ।ଦୀର୍ଘ ସମୟ ଧରି ରୋଗଗ୍ରସ୍ତ ଥିବା ରୋମାନ କ୍ୟାଥଲିକ ଚର୍ଚ୍ଚର ପ୍ରମୁଖ ପୋପ ଫ୍ରାନସିସଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର…

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ ଦାସ

ବିଜେଡ଼ିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ଆଜି ରଘୁନନ୍ଦନ ନବୀନ ନିବାସକୁ ଆସିଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ମୁଁ ରାଜନୀତିରୁ ଅବସର ନେଇ ଗଲି । ଟିକେଟ ମିଳିଲାନି ବୋଲି…

ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ

ପରଲୋକରେ ହାସ୍ୟ ଅଭିନେତା ଅଜୟ ନାୟକ । ଓଡ଼ିଆ ଟେଲିଭିଜନର ହାସ୍ୟ ଅଭିନେତା ଅଜୟ ନାୟକଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ୫୦ ବର୍ଷ ବୟସରେ କ୍ୟାପିଟାଲ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ…

ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ

ବିସିସିଆଇ ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି । ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ କରାଯାଇନି । ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୪ ଖେଳାଳିଙ୍କୁ ରଖାଯାଇଛି । ଗତଥର ଏହି ସଂଖ୍ୟା ୩୦ ଥିଲା ।…

ଆଜି ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।ସମ୍ବଲପୁରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗମାନଙ୍କୁ ଭେଟିଥିଲେ। ତାଙ୍କର ସମସ୍ୟା…