Author: Papi Jena

ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ମ୍ୟାଚର ପ୍ରଥମ ଦିନ; ଭାରତ ୮୩ ରନରେ ଆଗୁଆ

ଆଜି ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଓ ପ୍ରଥମ ଦିନ । ଆଜି ଭାରତ ପକ୍ଷରୁ ଟେଷ୍ଟରେ ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପଦାର୍ପଣ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା…

ବିରଜା ହାଟକୁ ନେଇ ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ

ଯାଜପୁରର ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରସଙ୍ଗରେ ଆଜି ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ। ୫ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ ଆଜି ପ୍ରକାଶ କରାଯାଇଛି।…

ଅଡ଼ୁଆରେ ବବି ଦାସଙ୍କ ଭାଇ; ଭବ ଦାସଙ୍କ ନାଁରେ ଥାନାରେ ମାମଲା ରୁଜୁ

ବିବାଦରେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ଏତଲା । ଯାଜପୁର ଥାନାରେ ଏତଲା ଦେଇଛନ୍ତି ଜଣେ ହାଟ ବ୍ୟବସାୟୀ ।…

ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି ନେତା

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଦୁଇ ବର୍ଷ ଧରି ମହତାବଙ୍କ ଜୟନ୍ତୀ ବନ୍ଦ କରିଥିଲା ବିଜେଡ଼ି। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ଅନ୍ୟ…

ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ

ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ…

ପ୍ରକାଶ ପାଇଲା ଓଟିଇଟି-୨୦୨୪ର ପରୀକ୍ଷା ଫଳ

ବୋର୍ଡ ଅଫ ସେକେଣ୍ଡାରୀ ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏସି.ଇନ୍‌ରେ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ…

ସୁନ୍ଦରଗଡ଼ରେ ଯାଯାବର ଗଣହତ୍ୟା ମାମଲା: ରାଜ୍ୟ ବାହାରୁ ୭ ଜଣ ଗିରଫ

ସୁନ୍ଦରଗଡ଼ ସଦର ଥାନା କରମଡିହି ଗୀତପଡ଼ାରେ ବହୁ ଚର୍ଚ୍ଚିତ ଗଣହତ୍ୟା ମାମଲାରେ ୭ ଗିରଫ ହୋଇଛନ୍ତି । ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସମସ୍ତ ଅଭିଯୁକ୍ତଙ୍କୁ ଧରିଲା ସୁନ୍ଦରଗଡ଼…

୧୦ ଜିଲ୍ଲାରେ ଭିନ୍ନକ୍ଷମ ଆବେଦନ ସର୍ବାଧିକ ବିଚାରାଧୀନ

ଭିନ୍ନକ୍ଷମଙ୍କ ପାଇଁ ୟୁନିକ୍ ଡି ସେବିଲିଟି ଆଇଡେଣ୍ଟିଫିକେସନ୍ ( ୟୁଡିଆଇଡି) କାର୍ଡ ପ୍ରସ୍ତୁତ କରିବା କ୍ଷେତ୍ରରେ ରାଜ୍ୟର ୧୦ଟି ଜିଲ୍ଲାରେ ସର୍ବାଧିକ ଆବେଦନ ବିଚାରାଧୀନ ରହିଛି। ରାଜ୍ୟରେ ମୋଟ୍ ୧ ଲକ୍ଷ ୩୩ ହଜାରରୁ ଅଧିକ ୟୁଡିଆଇଡି ଆବେଦନ ବିଚାରାଧୀନ ରହିଥିବାବେଳେ…

ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରର ଅଫିସରେ ଜାଲିଆତି; ବିକ୍ରେତାଙ୍କ ନାମରେ ଅଠା ବୋଳି ଖସି ଯିବା ପାଇଁ ଷଡଯନ୍ତ୍ର

ଦୁର୍ନୀତିର ଗନ୍ତାଘର ତଥା ଜାଲିଆତିରେ ରେକର୍ଡ କରୁଛି ଜିଲ୍ଲା ସବ୍-ରେଜିଷ୍ଟ୍ରର ଅଫିସ । ସଦ୍ୟତମ ଘଟଣାରେ ମୃତକ ରାତାଲୁ ବୋଷୀଙ୍କର ଉତ୍ତରାଧିକାରୀମାନେ ହରିପୁର ମୌଜା ଅନ୍ତର୍ଗତ କାଶୀପୁର ତହସିଲ ଅଧିନସ୍ଥ ଖାତା ନଂ-୧୭୦ /୬୧, ପ୍ଳଟ ନଂ-୩୭/ ୦୧, ଆୟତନ ୧.୮୯୦…

ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ସ୍ଥାପନ ହେବ ମଦଦୋକାନ !

ଡାକ୍ତରଖାନା ସମ୍ମୁଖକୁ ସ୍ଥାନାନ୍ତର ହେବାକୁ ଯାଉଛି ମଦଦୋକାନ । ଏହି ଭଳି ଅଭାବନୀୟ ଘଟଣାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସହରରେ । ଏଠାରେ ଓଡ଼ିଶା ଅବକାରୀ ଆଇନ ନିୟମକୁ ଖୁଲମ୍ ଖୋଲା ହେଉଛି ଅଣଦେଖା । ମନ୍ଦିର ପାର୍ଶ୍ଵରୁ ମଦ ଦୋକାନ…