Author: Papirani

Mahanadi Water Dispute: ମହାନଦୀ ଜଳ ବିବାଦ: ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ

ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବସିବ ବଡ଼ ବୈଠକ । ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖରେ ରହିଛି ଟ୍ରିବୁନାଲରେ ଶୁଣାଣି । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ…

Police Reshuffle: ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି

ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି । ଆଇଆଇସି ଦେବାଶିଷ ଶତପଥୀ ଓ ଏଏସଆଇ ପ୍ରକାଶ ସିଂହଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି । ଏକ ମାମଲାର ଚାର୍ଜସିଟ୍‌କୁ ନେଇ ୨ ଜଣ ହାତାହାତି ହୋଇଥିଲେ । ଏସଡିପିଓ…

IndiGo Flight Cancellations: ଇଣ୍ଡିଗୋ ବିମାନ ଉଡାଣ ଗୁରୁତର ପ୍ରଭାବିତ; ଦୁଇ ଦିନରେ ୨୦୦ ବାତିଲ

ଇଣ୍ଡିଗୋ ବିମାନ ଉଡାଣ ଗୁରୁତର ପ୍ରଭାବିତ। ଦୁଇ ଦିନରେ ପ୍ରାୟ ୨୦୦ ବିମାନ ବାତିଲ ହୋଇଛି। କେବଳ ଗତକାଲି ଦିନକରେ ୧୫୦ ବିମାନ କ୍ୟାନସଲ ହୋଇଛି। କିଛିଦିନ ହେବ କେବଳ ଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ବିମାନବନ୍ଦରରୁ ପରିଚାଳିତ ଇଣ୍ଡିଗୋ ବିମାନଗୁଡ଼ିକର…

T20 Series: ଟି ଟ୍ବେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି। ୯ ତାରିଖରେ ବାରବାଟୀରେ ଖେଳାଯିବ ଟି ଟ୍ୱେଣ୍ଟି ।…

ଚଳିତ ବର୍ଷ ୧୮୧୧୧ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରିଛି ଓଡ଼ିଶା ପୁଲିସ

ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ ନିରନ୍ତର ଉଦ୍ୟମ କରିବା ସହିତ ଚଢାଉ ଅଭିଯାନ ଜାରି ରଖିଛି । ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ ଗୁଇନ୍ଦା…

Plus Two Exams: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ।ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏ ନେଇ ଆଜି ପରୀକ୍ଷା ତାରିଖ…

Pending Electricity Bills: ରାଜ୍ୟରେ ବାକି ପଡ଼ିଛି ପ୍ରାୟ ୭ ହଜାର କୋଟି ଟଙ୍କାର ବିଦ୍ୟୁତ୍ ବିଲ୍

ରାଜ୍ୟରେ ବିଦ୍ୟୁତ୍ ବିଲ୍ ବାକି ପଡ଼ିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଏ ନେଇ ଆଜି ରାମଚନ୍ଦ୍ର କାଡ଼ାମ୍‌ଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଗୃହରେ ରାମଚନ୍ଦ୍ର କାଡ଼ାମ୍‌ ପ୍ରଶ୍ନ କରିଥିଲେ ଯେ…

River Pollution: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ

ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ବିଭାଗ ପକ୍ଷରୁ ନଦୀ ଜଳକୁ ୩ ମାସରେ ଥରେ…

Odisha Handloom: ଓଡ଼ିଶା ହସ୍ତତନ୍ତ୍ର ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ଦୀକ୍ଷିତ୍ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା

ଓଡ଼ିଶା ହସ୍ତତନ୍ତ୍ର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା । ଏ ନେଇ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଏନେଇ ଲିଖିତ…

Cold Storage: ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି: ପୃଥୀରାଜ ହରିଚନ୍ଦନ

ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ଗୃହରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ଶୀତଳ ଭଣ୍ଡାର…