ତାଜା ଖବର ଦେଶ ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍ May 9, 2025 Papirani ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ଦିଆଗଲା ପରାମର୍ଶ । କୌଣସି ପରିସ୍ଥିତିରେ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଘର ବାଲକୁନିକୁ ନ ବାହାରିବା ପାଇଁ ସୋଶାଲ ମିଡିଆରେ…
ତାଜା ଖବର ରାଜ୍ୟ ଚାନ୍ଦିପୁରରେ ସୁରକ୍ଷା ପାଇଁ ହାଇଆଲର୍ଟ; ବୈଠକ ଡାକିଲେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି May 9, 2025 Papirani ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତୀବ୍ରତାକୁ ଦୃଷ୍ଟିରେ ରଖି ଭାରତର ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି । ଏନେଇ ଓଡ଼ିଶାର ବାଲେଶ୍ବରସ୍ଥିତ…
ତାଜା ଖବର ଦେଶ ଭାରତର ଡ୍ରୋନ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ। ବାତିଲ ହେଲା ପିଏସଏଲ ମ୍ୟାଚ May 8, 2025 Papirani ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ପାକିସ୍ଥାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଭାରତ। PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଡ୍ରୋନ୍ ଆକ୍ରମଣରେ ରାୱଲପିଣ୍ଡି…
ତାଜା ଖବର ଦେଶ ଭାରତର ଡିଜିଟାଲ ଷ୍ଟ୍ରାଇକ; ପାକିସ୍ତାନୀ ଫିଲ୍ମ, ୱେବ ସିରିଜକୁ ଓଟିଟି ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ May 8, 2025 Papirani ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ମଧ୍ୟରେ ଆହୁରି କଠୋର ହୋଇଛି ଭାରତ । ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ…
ତାଜା ଖବର ରାଜ୍ୟ ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ May 8, 2025 Papirani ଆସନ୍ତା ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଉଡ଼ିବ ବିମାନ । ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ…
ତାଜା ଖବର ଦେଶ ‘ଅପରେସନ୍ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍ ଆଜହର ମୃତ୍ୟୁ May 8, 2025 Papirani ଅପରେସନ୍ ସିନ୍ଦୂରରେ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ଅବୁଦୁଲ ରୌଫ୍ ଅଜହର ନିପାତ । ଜୈସ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ସାନ ଭାଇ ତଥା ଚର୍ଚ୍ଚିତ କାନ୍ଦାହାର ବିମାନ ହାଇଜ୍ୟାକର ମାଷ୍ଟର ମାଇଣ୍ଡ୍ ଅବୁଦୁଲ ରୌଫ୍ ଅଜହର ନିପାତ ହୋଇଥିବା ଜଣାପଡ଼ିଛି ।…
ତାଜା ଖବର ଦେଶ ଭାରତର ୧୫ଟି ସହରରେ ପାକିସ୍ତାନ କରିଥିବା ମିଜାଇଲ୍ ଆକ୍ରମଣ ଉଦ୍ୟମ ଭଣ୍ଡୁର May 8, 2025 Papirani ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ପାକିସ୍ତାନ ଉପରେ ଭାରତର ଆକ୍ରମଣ ଅପରେସନ ସିନ୍ଦୂର ପରେ ଉତ୍ତର ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ୍ ଆକ୍ରମଣ କରିଛି । ତେବେ ଏହାର ଭାରତୀୟ ପ୍ରତିରକ୍ଷା ବିଭାଗ…
ତାଜା ଖବର ଦେଶ ପୁଞ୍ଚ୍ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ May 8, 2025 Papirani ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ୍ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଏଥିରେ ୧୩ ଭାରତୀୟ ନାଗରିକଙ୍କ…
ତାଜା ଖବର ଦେଶ ଅପରେସନ ସିନ୍ଦୂରରେ ଅତିକମ୍ରେ ମରିଛନ୍ତି ୧୦୦ ଆତଙ୍କବାଦୀ: ରାଜନାଥ ସିଂ May 8, 2025 Papirani ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଏହା ମଧ୍ୟରେ କେନ୍ଦ୍ର ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମସ୍ତଙ୍କୁ ଅପରେସନ୍ ସିନ୍ଦୂର ବାବଦରେ ଅବଗତ କରାଯାଇଛି ।…
ତାଜା ଖବର ରାଜ୍ୟ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ May 8, 2025 Papirani କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ୧୦ ଓ ୧୧ରେ ଦୁଇ ଦିନିଆ ଗସ୍ତରେ ଆସିଥାନ୍ତେ ଅମିତ ଶାହ। ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବିଭିନ୍ନ…