ତାଜା ଖବର ଦେଶ ରାଜନୀତି ହିମାଚଳରେ ବଢ଼ିଲା ଝିଅଙ୍କ ସର୍ବନିମ୍ନ ବିବାହ ବୟସ August 29, 2024 Papirani ହିମାଚଳରେ ୨୧ ବର୍ଷକୁ ବଢ଼ିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ । ବିଧାନସଭାରେ ଧ୍ୱନିମତରେ ବିଲ୍ ପାରିତ । ହିମାଚଳରେ ଝିଅଙ୍କ ବିବାହ ବୟସ ୧୮ ବର୍ଷ ରହିଥିବା ବେଳେ ଏବେ ସରକାର ଏହାକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥିରେ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ହୋଇଛି ଉତ୍ତୋଳନ August 29, 2024 Papirani ଗତ ୫ ବର୍ଷରେ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ଆଜି ବିଧାନସଭାର ଗୃହରେ କଳିକେଶ ସିଂଦେଓ ଖଣି ମନ୍ତ୍ରୀଙ୍କୁ ଓଡ଼ିଶାର ରତ୍ନ ଭଣ୍ଡାର ଉପରେ ପ୍ରଶ୍ନ କରିଛନ୍ତି । ତାଙ୍କ ପ୍ରଶ୍ନ ଓଡ଼ିଶାରେ କେତେ ରତ୍ନ ପଥର…
ତାଜା ଖବର ରାଜ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସିଏଚ୍ଏସ୍ଇ ରେକର୍ଡ ସପ୍ଲାୟର୍ August 29, 2024 Papirani ସିଏଚଏସଇ ରେକର୍ଡ ସପ୍ଲାୟର୍ସ ପୁରେନ୍ଦ୍ର ସେଠୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା…
ତାଜା ଖବର ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ପ୍ରଚାରରେ ଖର୍ଚ୍ଚ ହୋଇଛି ୧୫ କୋଟି ଟଙ୍କା ! August 29, 2024 Papirani ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ ଗୃହରେ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ପ୍ରଚାର…
ତାଜା ଖବର ଦେଶ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ଶିଳ୍ପ ସ୍ମାର୍ଟ ସହରକୁ କ୍ୟାବିନେଟ୍ ମଞ୍ଜୁରୀ August 28, 2024 Papirani ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର…
ତାଜା ଖବର ରାଜ୍ୟ ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ; ଫୋପାଡିଲେ ଶହ ଶହ ସ୍ମାର୍ଟ ମିଟର August 28, 2024 Papirani ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ। ରାଜ୍ୟରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ବିରୁଦ୍ଧରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ମାର୍ଟ ମିଟରକୁ ନେଇ ଏବେ ବରଗଡ ଜିଲ୍ଲାର ଚାଷୀମାନେ ଜୋରଦାର ପ୍ରତିବାଦ କରିଛନ୍ତି ।…
ତାଜା ଖବର ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ August 28, 2024 Papirani ଓଡ଼ିଶାର ୨ ରେଳଲାଇନ୍କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ କ୍ୟାବିନେଟ୍ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିକୁ ବୁଧବାର ଏହାକୁ ଅନୁମୋଦନ ମିଳିଛି। ୧୩୮କିମି…
ତାଜା ଖବର ଦେଶ ଦୁଷ୍ମର୍ମ ହତ୍ୟା ଘଟଣାରେ ରାଷ୍ଟ୍ରପତିଙ୍କ ଉଦବେଗ; ଝିଅମାନଙ୍କ ବିରୋଧରେ ଅପରାଧ ସହ୍ୟ କରାଯିବନି August 28, 2024 Papirani କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାକାରରେ ଦେଶରେ ହେଉଥିବା ଦୁଷ୍ମର୍ମ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରି କହିଛନ୍ତି ଝିଅମାନଙ୍କ ବିରୋଧରେ ହେଉଥିବା ଅପରାଧ ଆଉ ସହ୍ୟ କରାଯିବନି…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଆର୍ଆଇ August 28, 2024 Papirani ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରି ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍ଆଇ ବିଭୁଦତ୍ତ ସାହୁ । ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି। ଜମି କିସମ ବଦଳ…
ତାଜା ଖବର ରାଜ୍ୟ ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ – ଜଷ୍ଟିସ ପଶାୟତ August 28, 2024 Papirani କଳାଧନ ପ୍ରସଙ୍ଗରେ ସରିଲା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ସ୍ଥିତ ଅରଜିତ ପଶାୟତଙ୍କ ବାସଭବନରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ରାଜ୍ୟରେ…