ତାଜା ଖବର ବ୍ୟବସାୟ ଜୟପୁର ପାଇଁ ଭୁବନେଶ୍ୱରରୁ ଆଉ ଗୋଟିଏ ଇଣ୍ଡିଆ ୱାନ ଏୟାର ବିମାନ September 3, 2024 Papirani ସେପ୍ଟେମ୍ୱର ୪ ତାରିଖରୁ ଭୁବନେଶ୍ବର-ଜୟପୁର ମଧ୍ୟରେ ବିମାନ ସେବା ଆରମ୍ଭ ହେଉଥିବା ନେଇ ଇଣ୍ଡିଆ ୱାନ୍ ଏୟାର କଂପାନି ପକ୍ଷରୁ ସୂଚନା ମିଳିଛି। ସେପ୍ଟେମ୍ୱର ୪ ତାରିଖରୁ ପ୍ରତ୍ୟେକ ସୋମବାର ୨ଟି ଇଣ୍ଡିଆ ୱାନ୍ ଏୟାର ବିମାନ ସକାଳ ୭.୨୦ ମିନିଟ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଗତ ୫ ବର୍ଷ ଭିତରେ ଉଦ୍ଧାର ହୋଇଛନ୍ତି ୨୮୩ ଜଣ ଶିଶୁ ଶ୍ରମିକ September 3, 2024 Papirani ରାଜ୍ୟରେ ୫ ବର୍ଷରେ ୨୮୩ ଶିଶୁ ଶ୍ରମିକ ଉଦ୍ଧାର। ଆଜି ବିଧାନଭାର ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି? ଆଉ ଶିଶୁ ଶ୍ରମିକ…
ତାଜା ଖବର ରାଜ୍ୟ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ September 3, 2024 Papirani ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ । ପାଟଣାଗଡ଼ ଏ. ଡ଼ି. ଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର…
ତାଜା ଖବର ରାଜନୀତି ରାଜ୍ୟ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି September 2, 2024 Papirani ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ…
ଖେଳ ଦେଶ ବିଶ୍ୱ ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର September 2, 2024 Papirani ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ September 2, 2024 Papirani ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପଡ଼ୋଶୀ ଦେଶ ବାଂଲାଦେଶ ହିଂସା ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି।…
ତାଜା ଖବର ରାଜନୀତି ରାଜ୍ୟ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା September 2, 2024 Papirani ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ‘ସୁଭଦ୍ରା’ ଯୋଜନା ସମ୍ପର୍କିତ ସମସ୍ତ ତଥ୍ଯ ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ । କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ ସୁଭଦ୍ରା ପୋର୍ଟାଲ- http://subhadra.odisha.gov.in ରେ ରେ ସମସ୍ତ ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ହିଞ୍ଜିଳିରେ ୨୪ ବର୍ଷରେ ହୋଇଛି ୧୦୦ ହତ୍ୟା September 2, 2024 Papirani ୨୪ ବର୍ଷ ମଧ୍ୟରେ ହିଞ୍ଜିଳିରେ ଘଟିଛି ଶହେ ହତ୍ୟା । ଆଜି ବିଧାସଭାରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ୨୪ ବର୍ଷରେ ଘଟିଛି ୧୦୦ ହତ୍ୟା।…
ତାଜା ଖବର ରାଜ୍ୟ ରାଜ୍ୟରେ ୩ ବର୍ଷରେ ହୋଇଛି ୧୭ ହଜାର ୭୫୮ ଆତ୍ମହତ୍ୟା September 2, 2024 Papirani ରାଜ୍ୟରେ ୩ ବର୍ଷରେ ୧୭ ହଜାର ୭୫୮ ହୋଇଛି ଆତ୍ମହତ୍ୟା । ୨୦୨୧ରୁ ୨୦୨୩ ମଧ୍ୟର ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ । ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତର ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ୩…
ତାଜା ଖବର ରାଜନୀତି ରାଜ୍ୟ ୮୦ ଦିନରେ ହୋଇଛି ୩୯ ଜଣ ସରକାରୀ କର୍ମଚାରୀଙ୍କ ଉପରେ ରେଡ୍ September 2, 2024 Papirani ରାଜ୍ୟରେ ୮୦ ଦିନରେ ୩୯ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ହୋଇଛି ରେଡ୍ । ଆଜି ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନ ଭିଜିଲାନ୍ସ ଚଢାଉ ଉପରେ ରହିଥିବା ବେଳେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୮୦…