ତାଜା ଖବର ରାଜ୍ୟ ଚଳିତ ମାସରେ ଆସିବ ନୂଆ ଅବକାରୀ ନୀତି September 10, 2025 Papirani ଦଶହରା ପୂର୍ବରୁ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର । ଏନେଇ ସୂଚନା ଆଜି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଦିନେ କି ଦୁଇ ଦିନ ଭିତରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ…
ତାଜା ଖବର ରାଜନୀତି ରାଜ୍ୟ ଗଠନ ହେବ ନୂଆ ବିଜେଡି; ସଂକେତ ଦେଲେ ଅମର ଶତପଥୀ September 10, 2025 Papirani ନୂଆ ବିଜେଡି ଗଠନର ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି । ନିର୍ଦ୍ଦିଷ୍ଟ…
ତାଜା ଖବର ରାଜ୍ୟ ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ; କାଲି ବାଣୀବିହାର କ୍ବାର୍ଟର୍ସରୁ ବାହାରିବେ ଜବରଦଖଲକାରୀ September 10, 2025 Papirani ବାଣୀବିହାର କ୍ୟାମ୍ପସ୍ରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ କାଲି ବିଦା ହେବେ । ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ। ଏହାରି ମଧ୍ୟରେ ଯଦି କ୍ବାର୍ଟର୍ସ ଖାଲି ନ…
ତାଜା ଖବର ରାଜ୍ୟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ କିରାଣୀ September 10, 2025 Papirani ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ମୁଖ୍ୟାଳୟରେ ଥିବା ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜଣେ କିରାଣୀ । କିରାଣୀ ଜଣକ ରୂପଚାନ୍ଦ ନାଏକ । ପେନସନ୍…
ତାଜା ଖବର ରାଜ୍ୟ ବିଏମ୍ସି ଅଫିସ୍ ଆଗରେ କର୍ପୋରେଟରଙ୍କ ଧାରଣା September 10, 2025 Papirani ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଫିସ୍ ସମ୍ମୁଖରେ ୩୭ ନଂ ୱାର୍ଡ କର୍ପୋରେଟରଙ୍କ ଧାରଣା । ବିଏମ୍ସି ଅଫିସ୍ ଆଗରେ ଧାରଣାରେ ବସିଲେ କର୍ପୋରେଟର ବନ୍ଦିତା ପାଲ । ୩ ବର୍ଷ ହେବ କୋଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା…
ପ୍ରିମିୟମ ଖବର ରାଜ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର ଭିନ୍ଦ୍ରେନୱାଲା କିଏ ? September 10, 2025 Papirani ଯାହା ହଉ ପ୍ରଥମ ଥର ପାଇଁ ମନକୁ ଖୁସି କଲାପରି ଦୃଶ୍ୟ ପଡ଼ିଲା ଆଖିରେ । ପୁଲିସ ଫୌଜ ପଶିଲେ ବାଣୀବିହାର ଭିତରକୁ । ୧୦ ନା ୧୬ ପ୍ଲାଟୁନ ଫୋର୍ସ । ହଷ୍ଟେଲ ଭିତରେ ପଶିଲେ । ଅନେକ ରୁମର…
ଦେଶ ରାଜନୀତି ରାହୁଳଙ୍କ ହାଇଡ୍ରୋଜେନ ବୋମାର ପରୀକ୍ଷାଗାର ଲଙ୍ଗୱି ! September 10, 2025 Papirani ସାସାରାମରୁ ପାଟନା ୧୬ଦିନର ‘ଭୋଟ୍ ଚୋରି’ ଅଭିଯାନ ଶେଷ କରି ତୁରନ୍ତ ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧିଙ୍କ ମାଲେସିଆ ଗସ୍ତକୁ ନେଇ ଉଠିଛି ପ୍ରଶ୍ନ । ସେ ଅନ୍ୟ କେଉଁଠି କି ଯାଇଥିଲେ ଚର୍ଚ୍ଚା ହୋଇନଥାନ୍ତା। ହେଲେ ସେ…
ତାଜା ଖବର ରାଜନୀତି ରାଜ୍ୟ ଦିଲ୍ଲୀରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ: ମନମୋହନ ସାମଲ September 10, 2025 Papirani ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶାରେ ପହଞ୍ଚିବା ପରେ ମନମୋହନ ସାମଲ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ। ସାଂସଦ ଓ କେନ୍ଦ୍ରୀୟ ନେତୃତ୍ଵମାନଙ୍କ ସହ ଆଲୋଚନା ହୋଇଛି ।…
ତାଜା ଖବର ଦେଶ ନେପାଳରେ ସ୍ଥିତି ଅଣାୟତ୍ତ; ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ September 9, 2025 Papirani ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି।ଉତ୍ତେଜନା ଏତେ ସାଂଘାତିକ ହେଲାଣୀ ଏଥିରେ ୨୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି। ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଇଛନ୍ତି…
ତାଜା ଖବର ଦେଶ ନେପାଳରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ୱର September 9, 2025 Papirani ନେପାଳରେ ଜାରି ରହିଛି ବିଦ୍ରୋହ। ଗତ ଦୁଇ ଦିନ ଧରି ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟରେ ଭାରତ ସରକାର ଏହି ପ୍ରତିବାଦ ସମ୍ପର୍କରେ ଏକ ଆଡଭାଇଜରୀ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର…