ତାଜା ଖବର ରାଜ୍ୟ ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍ September 11, 2025 Papirani ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ହୋଇଥିବା ମାମଲାରେ ନୋଟିସ୍ । ପ୍ରାୟ ବର୍ଷେ ହେଲାଣି ଅଚଳ ହୋଇପଡ଼ିଛି ଲୋକାୟୁକ୍ତ ।…
ତାଜା ଖବର ରାଜ୍ୟ ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ September 11, 2025 Papirani ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ।ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ହେବା ପରେ ଖାଲି କରାଯାଉଛି କ୍ବାର୍ଟର୍ସ । ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସକୁ ଆଜି ଖାଲି କରାଯାଉଛି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ…
ତାଜା ଖବର ବିଶ୍ୱ ନେପାଳରେ ବଢ଼ିଲା କର୍ଫ୍ୟୁ September 11, 2025 Papirani ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ…
ତାଜା ଖବର ବିଶ୍ୱ ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା September 11, 2025 Papirani ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ବୁଧବାର ୟୁଟା ଭ୍ୟାଲି କଲେଜର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହଯୋଗୀ ୩୧ ବର୍ଷୀୟ କିର୍କଙ୍କୁ ହତ୍ୟା କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ…
ତାଜା ଖବର ରାଜ୍ୟ ୫ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର September 11, 2025 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନ୍ୟୁ ଭୁବନେଶ୍ବର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ ବାଜିଲା ମୋହର । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ…
ତାଜା ଖବର ରାଜ୍ୟ ବଞ୍ଚିତ ହେବେନି ଯୋଗ୍ୟ ହିତାଧିକାରୀ; ଡୋର-ଟୁ-ଡୋର କରାଯିବ ସର୍ଭେ September 10, 2025 Papirani ‘ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ବଞ୍ଚିତ ହେବେନି ଯୋଗ୍ୟ ହିତାଧିକାରୀ । ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର-ଟୁ-ଡୋର ସର୍ଭେ କରାଯିବ । ଅନେକ…
ତାଜା ଖବର ବିଶ୍ୱ ଫ୍ରାନ୍ସରେ ବିକ୍ଷୋଭ: ୨୦୦ ଗିରଫ September 10, 2025 Papirani ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ କରି ୨୦୦ ଗିରଫ । ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର…
ତାଜା ଖବର ରାଜ୍ୟ ରାଜଧାନୀ କଲେଜରେ ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ; ୨ ଛାତ୍ର ଆହତ September 10, 2025 Papirani ରାଜଧାନୀ କଲେଜରେ ତୁମୁଳକାଣ୍ଡ। କଲେଜ ଭିତରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ। କ୍ୟାମ୍ପସ୍ ଭିତରେ ପଶି ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଗଣ୍ଡଗୋଳରେ ୨ ଛାତ୍ର ଆହତ ହୋଇଥିବା ଜଣାପଡିଛି । ଏକ ନିର୍ଦ୍ଧିଷ୍ଟ ଦଳ…
ତାଜା ଖବର ରାଜ୍ୟ ଚଳିତ ମାସରେ ଆସିବ ନୂଆ ଅବକାରୀ ନୀତି September 10, 2025 Papirani ଦଶହରା ପୂର୍ବରୁ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର । ଏନେଇ ସୂଚନା ଆଜି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଦିନେ କି ଦୁଇ ଦିନ ଭିତରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ…
ତାଜା ଖବର ରାଜନୀତି ରାଜ୍ୟ ଗଠନ ହେବ ନୂଆ ବିଜେଡି; ସଂକେତ ଦେଲେ ଅମର ଶତପଥୀ September 10, 2025 Papirani ନୂଆ ବିଜେଡି ଗଠନର ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି । ନିର୍ଦ୍ଦିଷ୍ଟ…