ତାଜା ଖବର ରାଜ୍ୟ ଆଇଏଏସ୍ ସ୍ତରରେ ଅଦଳବଦଳ September 12, 2025 Papirani ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ନିଯୁକ୍ତି ମିଳିଥିବା ବେଳେ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ବିଜୟ…
ତାଜା ଖବର ଦେଶ ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ September 12, 2025 Papirani ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଆଜି ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି ଦିଆଯାଇଛି । ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ ଦେଇଛନ୍ତି । ୩ଟି କୋର୍ଟରୁମ୍ରେ ୩ଟି…
ତାଜା ଖବର ରାଜ୍ୟ ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ September 12, 2025 Papirani ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ମହିଳା ଟ୍ରାଫିକ କନଷ୍ଟେବଳ ହେଲେ ଶୁଭମିତ୍ରା ସାହୁ । ସୂର୍ଯ୍ୟନଗରରୁ ନିଖୋଜ ହେବା ନେଇ କ୍ୟାପିଟାଲ ଥାନାରେ ଏତଲା । ୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା…
ତାଜା ଖବର ରାଜ୍ୟ ବଦଳିଲା କଟକ ବାଲିଯାତ୍ରା ନାଁ September 12, 2025 Papirani ଏଥର କଟକ ବାଲିଯାତ୍ରାର ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ । ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଐତିହାସିକ…
ତାଜା ଖବର ରାଜ୍ୟ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା September 12, 2025 Papirani ଆଜି ଦଳର ବରିଷ୍ଠ ନେତା ଇସ୍ତଫା ଦେବା ପରେ ପ୍ରଫୁଲ୍ଲ ସାମଲଙ୍କୁ ନିଲମ୍ୱନ କରାଯାଇଛି । ଏହା ପରେ ବିଜେଡି ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଚି । ରାୟଗଡ଼ା ଜିଲ୍ଲାରେ ବିଜେଡ଼ିରେ ବଡ଼ ବିପର୍ଯ୍ୟୟ ହେବାକୁ ଯାଉଛି…
ବ୍ୟବସାୟ ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ପ୍ରଫୁଲ୍ଲ କୁମାର ମଲ୍ଲିକ September 12, 2025 Papirani ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ…
ବ୍ୟବସାୟ ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍ September 12, 2025 Papirani ଶପଥ ନେଲେ ସିପିରାଧାକ୍ରିଷ୍ଣନ୍। ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍। ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଲେ ରାଷ୍ଟ୍ରପତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ପ୍ରିମିୟମ ଖବର ରାଜ୍ୟ ବସ୍ତି ପାଇଁ କି ଅପରେସନ ଉତ୍କଳର ? September 12, 2025 Papirani ଉତ୍କଳ ବିଶ୍ବବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ହଠାତ ନିଦ ଭାଙ୍ଗିବାର କାରଣ କ’ଣ ? ପ୍ରଥମେ ହଷ୍ଟେଲ ସଫା । ଏବେ କ୍ୱାର୍ଟର ସଫା । ଏତେଦିନ ଧରି କେମିତି କୁଳପତିଙ୍କଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟର ଅନ୍ୟ ପ୍ରଶାସନିକ ନିଜ କର୍ମକର୍ତ୍ତା ଆଖି…
ତାଜା ଖବର ରାଜ୍ୟ ଲୋକାର୍ପିତ ହେଲା ଲୋପାମୁଦ୍ରାଙ୍କ ରଚିତ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିଚାରଣ ‘ଲୋକାପୁଅ ସୁରିଆ’ September 12, 2025 Papirani ଉନ୍ମୋଚିତ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଲୋକାପୁଅ ସୁରିଆ’। ଓଡ଼ିଆ କଥା ସାହିତ୍ୟକୁ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଅତୁଳନୀୟ। ଦୈନିକ ଖବର କାଗଜ ସମ୍ବାଦର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ…
ତାଜା ଖବର ରାଜ୍ୟ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ମିଳିବ ଜମି: ସୁରେଶ ପୂଜାରୀ September 11, 2025 Papirani ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ଜମି। ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି…