ତାଜା ଖବର ରାଜ୍ୟ ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ September 17, 2025 Papirani ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହା ପୂର୍ବରୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଡିଜିପି ଆଜି ବିଧାନସଭାରେ…
ତାଜା ଖବର ରାଜ୍ୟ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ମିଳିଲା ମୃତ ଦେହ September 17, 2025 Papirani ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ମିଳିଲା ମୃତ ଦେହ। କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ମୃତ ଦେହ ଉଦ୍ଧାର । ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ସୂଚନା । ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ…
ତାଜା ଖବର ଦେଶ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ; ଚାରିଆଡୁ ଆସିଲା ଶୁଭେଚ୍ଛାର ବାର୍ତ୍ତା September 17, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ମେହସାଣା ସହରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀ ଲଗାତାର ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ…
ତାଜା ଖବର ରାଜ୍ୟ କଳିଙ୍ଗା ଘାଟିରେ ଭୂସ୍ଖଳନ; କନ୍ଧମାଳରୁ ଗଞ୍ଜାମ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ September 16, 2025 Papirani ଲଗାଣ ବର୍ଷା ଯୋଗୁ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି । ବର୍ଷାରେ ପାହାଡ଼ ଉପରୁ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା । ଫଳରେ କଳିଙ୍ଗା ଘାଟି ସମ୍ପୁର୍ଣ୍ଣ…
ତାଜା ଖବର ରାଜ୍ୟ ନୂଆପଡ଼ା ଉପନିର୍ବାଚନ ପାଇଁ ସୃଷ୍ଟି ହେଲା ୫୬ଟି ନୂତନ ମତଦାନ କେନ୍ଦ୍ର September 16, 2025 Papirani ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ପ୍ରକାଶ ପାଇଛି । ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡ଼ାରେ ମୋଟ ୫୬ଟି…
ଖେଳ ତାଜା ଖବର ଦେଶ ପିସିବି ଆବେଦନକୁ ଖାରଜ କଲା ଆଇସିସି September 16, 2025 Papirani ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆବେଦନକୁ ଖାରଜ କଲା ଆଇସିସି । ନୋ ହ୍ୟାଣ୍ଡସେକ’ ବିବାଦକୁ ନେଇ ଆଇସିସିର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଅନୁରୋଧକୁ ପ୍ରତ୍ୟାଖ୍ୟାନ । ଏସୀୟ କ୍ରିକେଟ କାଉନ୍ସିଲ୍ ଏହି…
ରାଜ୍ୟ ମାଫିଆଙ୍କ ସହ ମନ୍ତ୍ରୀଙ୍କର କାମାକ୍ଷୀ ଠାକୁରାଣୀ ଦର୍ଶନ ଗସ୍ତକୁ ନେଇ ବିବାଦ September 16, 2025 Papirani ରାଜଭବନ ସମ୍ମୁଖରେ ହୁଙ୍କାପଡା ପରିବେଶ ବଞ୍ଚାଅ ଦାବି ନେଇ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଧାରଣା ସୋମବାର ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି ବୋଲି ଆନ୍ଦୋଳନର ନେତ୍ରୀ ଆରତୀ ଦେବୀ ସୂଚନା ଦେଇଛନ୍ତି । ଗଞ୍ଜାମ…
ରାଜ୍ୟ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର; ଆସିକା ସୂତାକଳ ଖୋଲିବ କେବେ ? September 16, 2025 Papirani କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ କର୍ପୋରେସନ ଦ୍ବାରା ଆସିକା ତହସିଲ ଅଧୀନ ହରଡ଼ାପଦର ପଞ୍ଚାୟତ ଧୋବାଜି ମୌଜାର ୬୬ ଏକର ଜମି ଅଧିଗ୍ରହଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭପଟ୍ଟନାୟକ ୧୯୮୨ ମସିହାରେ ଦୈନିକ ୪୦୦ କିଲୋଗ୍ରାମ…
ତାଜା ଖବର ରାଜ୍ୟ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ନିଲମ୍ବିତ September 16, 2025 Papirani ୨୦୧୯ ବ୍ୟାଚର OAS ଟପ୍ପର ଅଶ୍ୱିନୀ ପଣ୍ଡା ନିଲମ୍ବିତ। ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ । ଗତ ଶୁକ୍ରବାର ଲାଞ୍ଚ ନେଇ…
ତାଜା ଖବର ରାଜନୀତି ରାଜ୍ୟ ଆଜି ବିଜେଡିର ଶୃଙ୍ଖଳା କମିଟି ବୈଠକ September 16, 2025 Papirani ଆଜି ବସିବ ବିଜେଡିର ଶୃଙ୍ଖଳା କମିଟି ବୈଠକ । ଶଙ୍ଖ ଭବନରେ ବସିବ ଶୃଙ୍ଖଳା କମିଟି ବୈଠକ । ଆଜି ଅପରାହ୍ଣ ୫ଟାରେ ଶଙ୍ଖଭବନରେ ବିଜେଡି ଶୃଙ୍ଖଳା କମିଟି ବୈଠକ। ଶୃଙ୍ଖଳା କମିଟି ବୈଠକରେ ଉପସ୍ଥିତ ରହିବେ କମିଟିର ୭ ସଦସ୍ୟ…