Author: Papirani

Gang Rape In Bhubaneswar: ରେଡ୍ ଫ୍ଲାଗ୍ ରେ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା। କମିଶନରେଟ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନେ…

Bhaskar Rao May join BJP: ଭାସ୍କର ରାଓ ଯୋଗଦେବେ ଭାଜପାରେ !

ବିଜୁ ଜନତା ଦଳର ପୁରୁଖା, ରାୟଗଡ଼ା ଟାଣୁଆ ନେତା, ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଏମିତି ଏକ ଖବର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାସ୍କର ରାଓ…

Molesting Woman at IG Park: ପାର୍କରେ ଯୁବତୀଙ୍କୁ ଅସଦାଚରଣ; ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଭାଇରାଲ୍

ଅସୁରକ୍ଷିତ ରାଜଧାନୀ। ରାଜଧାନୀର ଏକ ପାର୍କରେ ଜଣେ ଯୁବତୀଙ୍କୁ ଖୁଲମଖୁଲା ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ । ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତି କରୁଛି। ସନ୍ଧ୍ୟା ସମୟରେ…

Gang Rape In Bhubaneswar: ଚାକିରି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ

ଧଉଳି ଗଣବଳାତ୍କାର ଘଟଣାକୁ ନେଇ ଉତ୍ତେଜନା ଶାନ୍ତ ନ ଥିବାବେଳେ ପୁଣି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି। ଚାକିରି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ । ରାଜଧାନୀର ସହିଦନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଚାକିରି…

BJD Leaders Gathering: ବିଜଦ ଲିଗାସି ନେଉଛି ରୂପ ନୂଆ

୨୦୨୪ ମସିହାରେ ବିଜୁ ଜନତା ଦଳ କ୍ଷମତାଚ୍ଯୁତ ହେଲା। ଯେଉଁ ଯୁବନେତାମାନଙ୍କର ବାପା ରାଜନୀତିରେ ଜଣେଜଣେ କିମ୍ବଦନ୍ତୀ ନାୟକ ସାଜିଥିଲେ, ସେମାନଙ୍କ ପୁଅମାନେ ନିର୍ବାଚନରେ ପରାଜିତ ହୋଇଥିଲେ । ବାପାଙ୍କ ଲିଗାସିକୁ ବଜାୟ ରଖିବା ପାଇଁ ୬ ଜଣ ଯୁବନେତା ପ୍ରିୟା…

Online Betting Scam: ବେଆଇନ୍ ବେଟିଂ ଆପ୍ ମାମଲା; ପୂର୍ବତନ କ୍ରିକେଟର ଓ ବଲିଉଡ୍ ସେଲିବେଟ୍ରିଙ୍କ ସଂପତ୍ତି ଜବତ କଲା ଇଡି

ବେଆଇନ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୂର୍ବତନ କ୍ରିକେଟର ଓ ବଲିଉଡ୍ ସେଲିବେଟ୍ରିଙ୍କ ସଂପତ୍ତି ଜବତ କରିଛି ଇଡି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରାଉତେଲା, ଅଭିନେତା…

BJD Leaders Gather: ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡି ନେତା

ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ବର ଉପକଣ୍ଠରେ ଏକାଠି ହୋଇଛନ୍ତି ବହୁ ବିଜେଡି ନେତା । ଆଜି ଚନ୍ଦକାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ ଅନୁଷ୍ଠିତ ହୋଇଥିଲା,…

Illegal Paddy Movement: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ

ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ । ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଲେ ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ କରାଗଲା ସିଲ୍ । ବର୍ତ୍ତମାନ ୨୦୨୫-୨୬ ବର୍ଷ ଖରିଫ ଧାନ…

Medicine Dumping In Balasore: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣା; ୨ ଜଣ ଏଏନ୍ଏମ୍ ନିଲମ୍ବିତ

ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ୨ ଏଏନ୍ଏମ୍ କୁ ନିଲମ୍ବନ କଲେ ବାଲେଶ୍ୱର CDMO । କୁଲିଗାଁ ଏଏନ୍ଏମ୍ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ସବସେଣ୍ଟର ଏଏନ୍ଏମ୍ କବିତା ବେହେରା ନିଲମ୍ବିତ ।…

Suresh Pujari Kotia Visit: ଆଜି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଆଜି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଡିସେମ୍ବର ଶେଷ ସପ୍ତାହରେ କୋଟିଆ କମିଟି ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତ । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବେ ରାଜସ୍ବ ମନ୍ତ୍ରୀ। ସରକାରୀ ଅଧିକାରୀଙ୍କ ରିପୋର୍ଟ ଗ୍ରାଉଣ୍ଡ ଜିରୋରେ…