Author: Papirani

ରାଜ୍ୟରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ବର୍ଷା ନେଇ ଆସନ୍ତା କାଲି ସକାଳ ଯାଏଁ ୨ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ମୟୂରଭଞ୍ଜ, ଦେବଗଡ଼,…

ରାଜଧାନୀରେ ଦ୍ରୁତ ଗତି ସହ ବେପରୁଆ ଗାଡ଼ି ଚାଳନା; ୫ ଗିରଫ

ଭୁବନେଶ୍ବର ରାଜରାସ୍ତାରେ ଉଦ୍‌ଭ୍ରାନ୍ତ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ । ରାମମନ୍ଦିରରୁ ରୂପାଲି ଛକ ଯାଏ ବେପାରୁଆ ଗାଡି ଚଳାଇ ରାଜରାସ୍ତାରେ ଆତଙ୍କ ଖେଲାଇଥିବା ୪ଟି କାର୍‌ ଓ ସେଥିରେ ଥିବା ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।…

ସୁଭଦ୍ରା ଯୋଜନାକୁ ନେଇ ମାତିଛନ୍ତି ସାଇବର ଠକ; ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

ସେପ୍ଟେମ୍ବର ୧୭ ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାତିଥିବା ସାଇବର ଠକଙ୍କଠୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସୁଭଦ୍ରା ଯୋଜନାର…

ସରକାରୀ ମଦ ଦୋକାନରୁ ଜବତ ହେଲା ନକଲି ମଦ

ଦିନକୁ ଦିନ ଏହି ମଦ ଦୁର୍ନୀତି ମାମଲା ବଢ଼ି ବଢ଼ି ଚାଲିଛି। ଚିକିଟି ମଦମୃତ୍ୟୁ ଭୟ ମନରୁ ଲିଭି ନଥିବା ବେଳେ ଦିନକୁ ଦିନ ରାଜ୍ୟରେ ନକଲି ମଦ ଠାବ କରାଯାଉଛି । ସେହିପରି ଆଜି ରାଜଧାନୀରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ…

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ବିଭିନ୍ନ ନଦୀ; ବନ୍ୟା ଆଶଙ୍କା

ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ବଢୁଛି ନଦୀସ୍ତର ।ଲଗାଣ ବର୍ଷା ପରେ ରାଜ୍ୟରେ ଫୁଲୁଛି ବିଭିନ୍ନ ନଦୀ । ଏଥିସହିତ କେତେକ ନଦୀରେ ମଧ୍ୟ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ଦୁଇଦିନ…

ପୁଣି ମହଙ୍ଗା ମାଡ: ୨୦ ଟଙ୍କା ବଢିଲା ଖାଇବା ତେଲ 

ମହଙ୍ଗା ହେଲା ଦୈନଦିନ ବ୍ୟବହାର କରୁଥିବା ଖାଇବା ତେଲ । ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ସରକାର ଅଶୋଧିତ ପାମ୍‌ ଏବଂ ରିଫାଇନ୍‌ଡ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ବଢ଼ାଇଲେ କେନ୍ଦ୍ର ସରକାର । କେନ୍ଦ୍ର…

ଶୁଭଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କୁନି ଝିଅ ଶୁଭଶ୍ରୀ ନନ୍ଦିଙ୍କ ଅସାଧାରଣ ପ୍ରତିଭା ଦେଖି ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା…

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ବିଜୟୀ ‘ଲିଡ଼ର୍ସ ଏକାଦଶ’ ଦଳକୁ ଅଭିନନ୍ଦନ ଜଣାଇଲେ ଉପମୁଖ୍ୟମନ୍ତ୍ରୀ

ଟାଟା ଷ୍ଟିଲ ପକ୍ଷରୁ ଓଡ଼ିଶା ଫୁଟବଲ୍‌ ଏକାଡ଼େମୀ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍‌ ‘ଲିଡର୍ସ ଏକାଦଶ’ ଦଳ ଓ ରନର୍ସ ଅପ୍‌ ‘ଅଫିସର୍ସ ଏକାଦଶ’ ଦଳ ସମେତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ‘ମିଡ଼ିଆ…

ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଛୁଟି ସହ ସରକାରୀ କାର୍ଯ୍ୟାଳୟ ଗୁଡିକ ପ୍ରଥମାର୍ଦ୍ଧ ଛୁଟି

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ…

ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ନେଇ ବନ୍ଧା ହେଲେ ସିଏସସି କର୍ମଚାରୀ

ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିବାକୁ ଟଙ୍କା ନେଇ ସିଏସସି କର୍ମଚାରୀ ଗିରଫ। ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ପ୍ରତି ଫର୍ମ ପାଇଁ…