ତାଜା ଖବର ଦେଶ ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ June 27, 2024 Papirani ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହି…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଗୋଟିଏ ବି ଏମ୍ପି ସିଟ୍ ରଖିପାରିଲାନି, ଆମେ ଜିତିଲୁ: ଶରତ ପଟ୍ଟନାୟକ June 27, 2024 Papirani ନିର୍ବାଚନରେ ପରାଜୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ । ପିସିସି ସଭାପତି ଇସ୍ତଫା ଦେବା ପାଇଁ କହିଲେ ପଞ୍ଚାନନ କାନୁନଗୋ । ସେ କହିଛନ୍ତି ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ । ସେ ନିଜେ…
ତାଜା ଖବର ରାଜନୀତି ରାଜ୍ୟ ସମନ୍ୱୟ ଅଭାବରୁ ଜଳବନ୍ଦୀ: ମେୟର ସୁଲୋଚନା ଦାସ June 27, 2024 Papirani ଚଳିତ ମୌସୁମୀ ବର୍ଷା ମାଡ଼ରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଯେଉଁଭଳି ସ୍ଥିତି ଉପୁଜିଥିଲା । ବର୍ଷା ହେବାମାତ୍ରେ ରାଜଧାନୀ ଭୁବନେଶ୍ୱର ଜଳବନ୍ଦୀ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ବିଭିନ୍ନ ବିଭାଗ ଭିତରେ ସମନ୍ୱୟ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ହୋଇପାରେ କ୍ୟାମ୍ପସ୍ ଇଲେକସନ୍ June 27, 2024 Papirani ଚଳିତ ବର୍ଷ ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ । ଏନେଇ ବିଚାର…
ଖେଳ ତାଜା ଖବର ଦେଶ ଟି୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା June 27, 2024 Papirani ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଆଫଗାନିସ୍ତାନର ୫୭ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୮.୫…
ତାଜା ଖବର ରାଜନୀତି ରାଜ୍ୟ ନବ ନିଯୁକ୍ତ ମନ୍ତ୍ରୀଙ୍କୁ ମିଳିଲା ଲୋକ ସମ୍ପର୍କ ଅଧିକାରୀ June 27, 2024 Papirani ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ । ନବ ନିଯୁକ୍ତ ମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ୧୮ ଜଣଙ୍କୁ ଦାୟିତ୍ୱ ମିଳିଛି । ୧୮ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୪…
ତାଜା ଖବର ରାଜନୀତି ରାଜ୍ୟ ବରଗଡରେ ବଜ୍ରପାତ ଯୋଗୁ ୩ ମୃତ ଘଟଣାରେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ June 26, 2024 Papirani ବରଗଡରେ ବଜ୍ରପାତ ଯୋଗୁ ୩ ମୃତ ଘଟଣାରେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ପଦ୍ମପୁର ଖଲିଆପଲି ଗ୍ରାମପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇବା ଖବର ପାଇ…
ତାଜା ଖବର ଦେଶ ରାଜନୀତି କେଜରିଓ୍ବାଲଙ୍କୁ ୩ଦିନିଆ ରିମାଣ୍ଡ ନେବ ସିବିଆଇ June 26, 2024 Papirani ଦିନକୁ ଦିନ ସମସ୍ୟା ଭିତରେ ପଶି ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଏବେ ତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ । ସିବିଆଇ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପରେ କେଜ୍ରିୱାଲଙ୍କ କୋର୍ଟରୁ ନ୍ୟାୟିକ…
ତାଜା ଖବର ରାଜନୀତି ରାଜ୍ୟ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଅମାନବନୀୟ: ଦୀଲିପ ମଲ୍ଲିକ June 26, 2024 Papirani ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ଓଟିଭି, ବଡ ଖବର, କନକ, ସମ୍ବାଦ ଭଳି ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା…
ତାଜା ଖବର ରାଜନୀତି ରାଜ୍ୟ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେବା ସହ ରୋଗୀଙ୍କ ଉପଯୁକ୍ତ ସେବା ପାଇଁ ଆଲୋଚନା କଲେ ମନ୍ତ୍ରୀ ରବି ନାୟକ June 26, 2024 Papirani ମନ୍ତ୍ରୀ ରବି ନାରାୟଣ ନାଏକ ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆସିଥିଲେ। ବୁର୍ଲା ଭିମସାର ହସ୍ପିଟାଲରେ ଚିକିତ୍ସିତ ହେବା ସହ ମନ୍ତ୍ରୀ ନାଏକ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକଙ୍କ ସହିତ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା…