Author: Papirani

ଭରତପୁର ଥାନା ମାମଲା: ନିଲମ୍ବିତ ୫ ପୋଲିସଙ୍କ ଆଗୁଆ ଜାମିନ ଆବେଦନ

ବହୁଚର୍ଚ୍ଚିତ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା…

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ: ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ…

ତିରୁପତି ଲଡୁ ବିବାଦ; ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ: ସୁପ୍ରିମକୋର୍ଟ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ବିବାଦର ଆଜି ଜଡ଼ିତ ପିଟିସନ୍‌ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍‌କୋର୍ଟଙ୍କ ଏକ ୨ଜଣିଆ ଖଣ୍ଡପୀଠରେ ଆଜି ଏହି ବିବାଦର ଶୁଣାଣି କରାଯାଇଛି। ଏହି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ…

ପିଲାଙ୍କୁ ଛତୁଆ ବଦଳରେ ଦିଆଯିବ ମାଣ୍ଡିଆ !

ରାଜ୍ୟରେ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଛତୁଆ ଅତି…

ଗାଈକୁ ମିଳିଳା ରାଜ୍ୟମାତା ମାନ୍ୟତା 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କ୍ୟାବିନେଟ ବୈଠକରେ ସରକାର ଗାଈକୁ ରାଜ୍ୟମାତା ମାନ୍ୟତା ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଗୋଚାଲାଣ ମାମଲା ସାମ୍ନାକୁ ଆସୁଥିବା ବେଳେ ମହାରାଷ୍ଟ୍ର ସରକାର ଆଜି ଏହିଭଳି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଅଫିସରେ ଥିବା ଇନଭର୍ଟର ଫାଟି ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ସମୟରେ କାର୍ଯ୍ୟାଳୟରେ କର୍ମଚାରୀମାନେ ରହିଥିଲେ କିନ୍ତୁ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି । କିନ୍ତୁ ସେଠାରେ…

ଦାୟିତ୍ବ ଗ୍ରହଣ କଲେ ନୂଆ ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂହ

ନୂଆ ପୋଲିସ୍ କମିଶନର ବା ସିପି ଭାବେ ନେଲେ ଦାୟିତ୍ୱ ନେଲେ ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ । ପୋଲିସ ସେବା ଭବନରେ ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂ ।…

ଚାରି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ବିଜେଡି

ଦିନକୁ ଦିନ ତେଜିଛି ଭୁବନେଶ୍ବର ବିଜେଡି ଦଳର ଭିତର ବିବାଦ। ସେଥିପାଇଁ ବିଜେଡି ତରଫରୁ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ସଭାପତି ସୁଶାନ୍ତ…

ନେପାଳରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ: ୧୯୩ ମୃତ, ୩୦ ନିଖୋଜ

ନେପାଳରରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି। ଏହା ଫଳରେ କେତେକ ଘର ଭାଙ୍ଗି ବହିଯିବା ସହ ୧୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ୟ୍ୟନ୍ତ ୩୦ ଜଣ ନିଖୋଜ ଅଛନ୍ତି । ୪ ଦିନ ଧରି ପ୍ରବଳ…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଆଜି ଭରତପୁର ଥାନାରେ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । କମିଶନଙ୍କ ପ୍ରଥମ ବୈଠକ ପରେ ସଚିବଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି…