Author: Papirani

ବିଜେଡ଼ି ଓ କଂଗ୍ରେସ ସବୁବେଳେ ପଛୁଆ ବର୍ଗଙ୍କୁ ଅବହେଳା କରିଛନ୍ତି: ମନମୋହନ ସାମଲ

ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରି ମନମୋହନ ସାମଲ କହିଛନ୍ତି ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି…

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ…

ଭରତପୁର ଥାନାରେ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଭରତପୁର ଥାନାରେ ମେଜର ଓ ବାନ୍ଧବୀ-ପୋଲିସ ବିବାଦ ଘଟଣାରେ ନିଲମ୍ବନ ହୋଇଥିବା ୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଏସଆଇ ଓ ୨ ମହିଳା ASIଙ୍କ ସହ କନଷ୍ଟେବଳଙ୍କ ଉପରୁ ହତାଯାଇଛି ନିଲମ୍ବନ । ଏସଆଇ ଵୈଶାଳିନୀ…

ଓଡ଼ିଶାରେ ଶିଳ୍ପ ବାତାବରଣ ନାହିଁ: ତାରା ରଞ୍ଜନ

ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ନିବେଶକଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନିଆଯାଉଥିବା କଥା ପୂର୍ବ ବିଜୁ ଜନତା ଦଳ ସରକାର କହିଆସୁଥିଲା ବେଳେ ଏହା ଏକପ୍ରକାର ପ୍ରଚାର ସଦୃଶ ରହିଥିଲା । ୨୪ ବର୍ଷର ସରକାର ପରେ ଏବେ ରାଜ୍ୟରେ ଭାଜପା…

ହଂକଂ ଏବଂ ସିଙ୍ଗାପୁର ପରେ ଭାରତରେ କରୋନା ଭୟ; ଦେଶରେ ଅଛନ୍ତି ୨୫୭ କୋଭିଡ୍ ଆକ୍ରାନ୍ତ

ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ଭାରତରେ ବଢୁଛି ଭୟ । ହଂକଂ ଏବଂ ସିଙ୍ଗାପୁରରେ ପ୍ରାୟ ୧୪,୦୦୦ କୋଭିଡ…

ଆଜି ୧୭ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପାଇଁ ଜାରି ହେଲା ୱାର୍ଣ୍ଣିଂ

ରାଜ୍ୟରେ ଜାରିରହିଛି କାଳବୈଶାଖୀ ପ୍ରଭାବ । ଆସନ୍ତା ୨୩ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଦେଖାଯିବ ନେଇ ଅନୁମାନ କରାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଆଜି ୧୭ ଜିଲ୍ଲାରେ…

କଟକଣା ସତ୍ତ୍ବେ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ରାଜଧାନୀରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଡ୍ରୋନ୍ ମନ୍ଦିର ଉପରେ ଉଡ଼ୁଥ‌ିବା ଦେଖୁବାକୁ ମିଳିଛି । ଡ୍ରୋନ୍‌ ଉଡ଼ିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ବେ ଉଡ଼ିଲା ଡ୍ରୋନ। ଏ…

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ନିମନ୍ତେ ସଂସ୍କୃତି ବିଭାଗର ବୈଠକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଙ୍ଗୀନ ବିକାଶ, ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଏବଂ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଳିଷ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

ନୂତନ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ ୨ ସ୍ଥିତ ନୂତନ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ପଞ୍ଜିକରଣ କରିଛନ୍ତି ଏକ ହଜାରରୁ ଅଧିକ ଲୋକ । ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ ୬…

ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ଏସଆଇଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଡୁଆରେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ । ଆର୍ମି ଅଫିସର ସୋଫିଆ କ୍ୟୁରେସିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପାଇଁ ଅଡୁଆରେ ମଧ୍ୟ ପ୍ରଦେଶର ମନ୍ତ୍ରୀ ବିଜୟ ଶାହ। କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କଲେ ସର୍ବୋଚ୍ଚ କୋର୍ଟ । ୩ ଆଇପିଏସ ଅଫିସରଙ୍କୁ…