Author: Papirani

ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର !

ରାଜ୍ୟପାଳ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ରଘୁବର ଦାସ। ମଙ୍ଗଳବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ଖବର ପ୍ରଥମେ ଜଣାପଡିଥିଲା। ରଘୁବରଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭାମପତି ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ତେବେ ଅଚାନକ…

କୁଟ୍ଟେଙ୍କ ପାଖରେ କାହିଁକି ଆତ୍ମସମର୍ପଣ କଲା ଭାଜପା ?

ଉପରସ୍ତରରେ ଜଘନ୍ୟ ଖେଳ ଆଗରେ ରାଜ୍ୟ ଭାଜପା ସରକାର କେଡ଼େ ଅସହାୟ ତାହାର ଏକ ବଡ଼ ପ୍ରମାଣ ରଖିଦେଇଗଲା ବିବାଦୀୟ ଆଇପିଏସ ଅଫିସର ଧିରେନ୍ଦ୍ର ସମ୍ବଜୀ କୁଟେ । କେନ୍ଦ୍ରକୁ ଡେପୁଟେସନରେ ଗଲେ, କିନ୍ତୁ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ କୌଣସି…

ବଡ଼ଦିନ ଉତ୍ସବରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଡ଼ଦିନ ଉତ୍ସବରେ ସାମିଲ ହେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ସତ୍ୟନଗର ଓ ସଚିବାଳୟ ମାର୍ଗରେ ଥିବା ଚର୍ଚ୍ଚର ବଡ଼ଦିନ ଉତ୍ସବରେ ସାମିଲ ହୋଇ କେକ୍ କାଟି ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ…

ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା; ୩ ଘଣ୍ଟା ପାଇଁ ଟ୍ବିନ୍‌ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ସକାଳୁ ସକାଳୁ ସାରା ରାଜ୍ୟରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିମଧ୍ୟରେ ୩ ଘଣ୍ଟା ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ । ଟ୍ବିନ୍‌ସିଟି…

ରାଜ୍ୟପାଳ ଅପସାରିତ, ଏଏସଓ ଏବେ ବି ନ୍ୟାୟ ପାଇବାରୁ ବଞ୍ଚିତ: ବିଜେଡି

ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ତାଙ୍କ ପଦବୀରୁ ଅପସରି ଯାଇଛନ୍ତି କିନ୍ତୁ ରହି ଯାଇଛି ତାଙ୍କ ପୁଅ ଦ୍ୱାରା ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଉପରେ ଅକଥନୀୟ ଓ ଅମାନବୀୟ ଅତ୍ୟାଚାରର ବିବାଦ। ରାଜ୍ୟପାଳଙ୍କ ଏହି ଅପ୍ରତ୍ୟାଶିତ…

ଆସନ୍ତା ମାର୍ଚ୍ଚରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା

ଜାନୁଆରୀ ସୁଦ୍ଧା ୧ କୋଟି ମହିଳାଙ୍କୁ ଦିଆଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହାପରେ ମାର୍ଚ୍ଚରେ ଏକାସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ଏକାକାଳୀନ କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା ।…

ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି ସ୍ଥଗିତ

ଆଜି ଠାରୁ ଜାନୁଆରୀ ୨ ତାରିଖ ଯାଏଁ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ବଡଦିନରୁ ଇଂରାଜୀ ନୂଆବର୍ଷ ୨୦୨୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ । ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ହେବ କର୍କଟରେ ଆକ୍ରାନ୍ତ…

ଲୋକଙ୍କୁ ଆଖି ମାରିଲା ଶଙ୍ଖ ଦଳ

ଲୋକସଭାରେ ଆଖିମାରି ଚର୍ଚ୍ଚାର ଝଡ ସୃଷ୍ଟି କରିଥିଲେ ରାହୁଳ । ଏହା ଆଗରୁ ଗୋଟିଏ ଦକ୍ଷିଣୀ ଫିଲ୍ମରେ ଜଣେ ଛାତ୍ରୀ ଓ ଅନ୍ୟ ଜଣେ ସହପାଠୀଙ୍କ ଭିତରେ ଆଖି ମରାମରି ଭାଇରାଲ ହେଇଥିଲା । କିନ୍ତୁ ରାଜନୀତିରେ ସମସ୍ତେ ଦେଖିଲା ଭଳି…

ବଢ଼ିଲା ଖେଳରତ୍ନ ବିବାଦ; ଟପ୍ କ୍ରୀଡାବିତ୍ କାହିଁକି କରିବେ ଆବେଦନ ?

ଡବଲ ଅଲିମ୍ପିକ୍ ମେଡ଼ାଲ ବିଜୟିନୀ ମନୁ ଭାକରଙ୍କ କୋଚ ତଥା ଦେଶର ଅନ୍ୟତମ ସଫଳ ସୁଟର ଯଶପାଲ ରାଣା ମଙ୍ଗଳବାର ଦିନ ଖେଳରତ୍ନ ପୁରସ୍କାରରୁ ମନୁ ବାଦ ପଡିବାକୁ ନେଇ କେନ୍ଦ୍ର କ୍ରୀଡ଼ା ବିଭାଗ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଜାତୀୟ…