Author: Papirani

ସାରା ଓଡ଼ିଶାରେ ଛାଡ଼ ହେଲା ପୂଜା ପେଣ୍ଡାଲର ଭଡ଼ା

ଆଜି ମହାଷ୍ଟମୀ ଅବସରରେ ସାରା ବଡ ଘୋଷଣା କଲେ ରାଜ୍ୟ ସରକାର । ଓଡ଼ିଶାର ସବୁ ଦୁର୍ଗା ପୂଜା ପେଣ୍ଡାଲର ଛାଡ଼ କରାଗଲା ଭଡ଼ା । ପୂଜା ପେଣ୍ଡାଲର ଭଡ଼ା ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଷ୍ପତ୍ତି । ଶାରଦୀୟ…

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଅଷ୍ଟମୀ ପୂଜା । ଆଜି ମହାମାୟାଙ୍କ ମହାଷ୍ଟମୀ ଅବସରରେ ଭୁବନେଶ୍ୱରର ପୂଜା ମଣ୍ଡପ ବୁଲୁଛନ୍ତି ବିଜେଡ ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ରାଜଧାନୀ । ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ବିଭିନ୍ନ ପୂଜା…

ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଆକ୍ରମଣ; ୭ ଆହତ

ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଆକ୍ରମଣ ।ଯାଜପୁର ବଡ଼ଚଣାରେ ପୋଲିସ ଟିମ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଡେଲାଙ୍ଗ ଓ ବଡ଼ଚଣା ଥାନାର ୭ ଜଣ ପୋଲିସ ଆହତ ହୋଇଥିବା ଜଣାଯାଇଛି। ଡେଲାଙ୍ଗରୁ ଅପହରଣ ନାବାଳିକାକୁ ଉଦ୍ଧାର ପାଇଁ ଯାଇଥିବା…

ଦୁବାଇରେ ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ଅଟକ

ବହୁ ଚର୍ଚ୍ଚିତ ମହାଦେବ ବୁକ୍‌ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ଦୁବାଇରେ ଅଟକ । ଇଣ୍ଟରପୋଲର ରେଡ୍‌ କର୍ଣ୍ଣର ନୋଟିସ ପରେ ଅଟକ ରଖାଯାଇଛି । ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା । ସପ୍ତାହେ ଭିତରେ ସୌରଭଙ୍କୁ…

ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ

ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଗୁରୁବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଏକାଧିକ ବ୍ରେନ ହାମରେଜ ସହ ବିଭିନ୍ନ ଜାଗାରେ ରକ୍ତ…

ଖଣ୍ଡଗିରି ଥାନାରେ ମହିଳାଙ୍କ ଉତ୍ପାତ ଘଟଣା: ରୁଜୁ ହେଲା ମାମଲା; ଦେଖନ୍ତୁ ପୁରା ଭିଡିଓ…

ଗତକାଲି ରାତିରେ ମଦ୍ୟପାନ କରି ମହିଳା ଖଣ୍ଡଗିରି ଥାନାରେ ଉତ୍ପାତ କରିବା ଘଟଣାରେ ଆଜି ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଦୁର୍ବ୍ୟବହାର ନେଇ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ବିଜୁ ଜନତା ଦଳକୁ ପୁଣି ଲାଗିଲା ଶକ୍ତ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା । ଆଜି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜର…

ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଜମି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ମିଛ ଜମି ଦେଖାଇ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ଖୋଲିଲା ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟ। ଏଥର ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ ପର୍ଯ୍ୟଟକ। ବର୍ଷାଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା…

ଭିଜିଲାନ୍ସ ଜାଲରେ ଏସ୍‌ସିବି ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

ଭିଜିଲାନ୍ସ ଜାଲରେ ଫସିଲେ ଏସ୍‌ସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟାଏଣ୍ଟ୍ରି ଅପରେଟର । ଲାଞ୍ଚ ନେଉଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଲା ଭିଜିଲାନ୍ସ । ମାଗଣା ମେଡିସିନ ପାଇଁ ଏସ୍‌ସିବି ମେଡିକାଲରେ ଚିକିତ୍ସା ରୋଗୀଙ୍କ ପୁଅଙ୍କ ଠାରୁ…