Author: Papirani

President Droupadi Murmu: ବୁଡ଼ା ଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବୁଡ଼ା ଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କର୍ଣ୍ଣାଟକର କରୱାରସ୍ଥିତ INS କଦମ୍ୱ ନୌସେନା ଘାଟି ପରିଦର୍ଶନ କରିବା ସହ ବୁଡ଼ା ଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର…

Ratna Bhandar Inventory SOP: ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନ ଅଳଙ୍କାର ଗଣତିମଣତି: ଆଇନମନ୍ତ୍ରୀ

ରତ୍ନଭଣ୍ଡାର ଗଣତି ମଣତି SOP ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି ରତ୍ନଭଣ୍ଡାର ଗଣତି ମଣତି ନେଇ SOP ଫାଇନାଲ୍‌ ଷ୍ଟେଜ୍‌ରେ ପହଞ୍ଚିଛି । ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି ।କମିଟି ଏକ ପୂର୍ଣ୍ଣ୍ରାଙ୍ଗ SOP…

Mann Ki Baat: ମନ୍‍ କି ବାତରେ ମହାନ୍ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଶେଷ ‘ମନ୍ କୀ ବାତ୍’ କରିଛନ୍ତି । ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ମୋଦି । ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି…

Vegetable Shop Fire: ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ; କୁଦାନଗରି ଆଇଆଇସିଙ୍କ ବଦଳି

ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଆଇଆଇସି ଅରବିନ୍ଦ ଶରଣ ମହାନ୍ତି ବଦଳି । ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ କୁଦାନଗରି ଆଇଆଇସିଙ୍କୁ ବଦଳି…

Mamata Banerjee’s Anger On Odisha: ଓଡ଼ିଶା ଉପରେ ମମତାଙ୍କ ରାଗ; ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ତଦନ୍ତ ପାଇଁ ପଠାଉଛନ୍ତି ନିଜ ପୁଲିସ

ଭାଜପା ଶାସିତ ରାଜ୍ୟ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଶ କ୍ଷୁବ୍ଧ। ନୟାଗଡ଼ରେ ମୁର୍ଶିଦାବାଦର ଜଣେ ଶ୍ରମିକଙ୍କୁ ପୁଲିସର ପଚରା ଉଚରା ନେଇ ସେ ଡିଜିପିଙ୍କୁ ଟାର୍ଗେଟ କରିଥିଲେ । ଏବେ ସମ୍ବଲପୁରରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂପର୍କରେ…

Foundation Day of BJD: ଶଙ୍ଖଭବନରେ ଚାରି ଯୁବନେତା ନଥିଲେ କାହିଁକି ?

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଚାରି ଯୁବନେତାଙ୍କୁ ଶଙ୍ଖଭବନରେ ଦେଖ‌ିବାକୁ ମିଳିଲା ନାହିଁ । ସେମାନେ ହେଲେ ପୂର୍ବ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କାର୍ଯ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ସୁଜାତା ଲାଓ ପାର୍ଟି ବଚାଓ ଅଭିଯାନର…

Odisha Congress Protest: ୨୯ ଡିସେମ୍ବର ରାଜ୍ୟବ୍ୟାପୀ ବିଦ୍ୟୁତ କାର୍ଯ୍ୟାଳୟରେ ପଡ଼ିବ ତାଲା: ଭକ୍ତ ଦାସ

ଶୁକ୍ରବାର ଅପରାହ୍ନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ କଂଗ୍ରେସ ଭାବନାଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଦାସ କହିଛନ୍ତି ଆମ କୋଇଲା, ଆମ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି । ଅଥଚ ସମଗ୍ର ଦେଶରେ ଘରୋଇ…

Gyanesh Kumar visit Odisha: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର

ଆସନ୍ତାକାଲି ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI ଜ୍ଞାନେଶ କୁମାର । କାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ମହାପ୍ରଭୁଙ୍କ ଦର୍ଶନ ପରେ ବିଶ୍ୱ…

Kerala’s municipal corporations get new mayors: କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ

କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ । ନଗର ନିଗମରେ ନବନିର୍ବାଚିତ ବିଜେପି କର୍ପୋରେଟର ଏବଂ ପାର୍ଟିର ଜିଲ୍ଲା ନେତାଙ୍କ ବୈଠକରେ ଭିଭି ରାଜେଶଙ୍କୁ ମେୟର ଘୋଷଣା କରାଯାଇଛି । ଭିଭି ରାଜେଶ କେରଳ ବିଜେପିର ସମ୍ପାଦକ ଅଛନ୍ତି…

Mukhyamantri Bus Seva: ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ୍‌ ସେବା

ରାଜ୍ୟରେ ସ୍କୁଲ ପିଲାଙ୍କ ମିଳିବ ମାଗଣା ବସ୍‌ ସେବା । ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା (MBS) ଯୋଜନା ଅଧୀନରେ ମାଗଣା ବସ୍ ଯାତ୍ରାକୁ ଅନୁମୋଦନ କରିଛନ୍ତି।…