Author: Papirani

ଖୋର୍ଦ୍ଧା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ

ଖୋର୍ଦ୍ଧାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡ଼ରୁ କ୍ୟାବିନ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଭଙ୍ଗା ଯାଉଛି ଦୋକାନ । ମାରୱାଡି ପଟିରୁ ସରକାରୀ ଜମିରେ…

ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣାରେ ୧୭୯ ମୃତ ସୂଚନା

ଦକ୍ଷିଣ କୋରିଆରେ ୧୮୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅବତରଣ ସମୟରେ ବିମାନଟି ରନୱେରୁ ଖସି ପଡ଼ିବାରୁ ଏହି ବଡ଼ଧରଣର…

ଚାଷୀଙ୍କୁ ମିଳିବ କ୍ଷତିପୂରଣ; ଆଉ ୧୫ ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ

ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଚାଷୀଙ୍କୁ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ଏ ନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଟୋକନ ଅବଧି ୧୫…

ନୂଆବର୍ଷରେ ଜିରୋ ନାଇଟ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି; ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର

ଆଗକୁ ଆସୁଛି ନୂଆବର୍ଷ । ଜିରୋ ନାଇଟ ପାଇଁ ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ସହ ଜିରୋ ନାଇଟ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍…

ଭଙ୍ଗାଯିବ ବେଆଇନ ଘର: କଟକ ଜିଲ୍ଲାପାଳ

ଭଙ୍ଗାଯିବ ବେଆଇନ ଘର । ବେଆଇନ ଘର ହୋଇଥିଲେ ଭଙ୍ଗାଯିବ କହିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ସେ କହିଛନ୍ତି କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ଯାଞ୍ଚ ହେବ। ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ ।…

ନିଜକୁ ଚାବୁକରେ ମାରିଲେ ତାମିଲନାଡୁ ବିଜେପି ସଭାପତି ଆନାମଲାଇ ; ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ତାମିଲନାଡୁ ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ ନିଜକୁ ନିଜେ ନିସ୍ତୁକ ପିଟି ଚାଲିଥିବା ଦୁଶ୍ୟ ଏବେ ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ତାମିଲନାଡୁ ବିଜେପି ରାଜ୍ୟ ସଭାପତିଙ୍କ ଏହି ଭଳି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି…

ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ସ୍ଥଗିତ ହେଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ । ଆସନ୍ତାକାଲି ଅର୍ଥାତ୍ ଶନିବାର ଶାହ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାର ଥିଲେ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି…

ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ାଇଲେ ରାଜ୍ୟ ସରକାର। ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଥିବା ବେଳେ ଆଗାମୀ…

ମନମୋହନ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ୯୨ ବର୍ଷ ବୟସରେ ହୋଇଛି । ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ପାର୍ଥିବ ଶରୀର ଦିଲ୍ଲୀର ମୋତିଲାଲ ନେହରୁ ରୋଡ ସ୍ଥିତ ଆବାସରେ…