Author: Papirani

ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼; ବ୍ୟାରିକେଡ଼ ଭାଙ୍ଗିଲେ ଶ୍ରଦ୍ଧାଳୁ

ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ସହ ପାଦ ଥାପିଛି ବର୍ଷ ୨୦୨୫ । ନୂଆ ବର୍ଷ ପାଇଁ ବଡଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଅଗଣିତ ଭକ୍ତ । ଏଥିସହ ଶ୍ରୀମନ୍ଦିରରେ…

୨୦୨୫ ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ; ମନ୍ତ୍ରୀମଣ୍ଡଳ ବିସ୍ତାର ମୋହନଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା

ଇଂରାଜୀ କ୍ୟାଲେଣ୍ଡର ବର୍ଷ ୨୦୨୫ର ଆଜି (ବୁଧବାର) ପ୍ରଥମ ଦିନ । କିନ୍ତୁ ପ୍ରାରମ୍ଭିକ ସ୍ବାଗତ ସମ୍ଭାଷଣ, ଉପହାର ଆଦାନ ପ୍ରଦାନ ଏବଂ ଦେବାଦେବୀଙ୍କ ନିକଟରେ ଅର୍ଜନା ପରେ ଆରମ୍ଭ ହେବ ଅସଲ ପରୀକ୍ଷାର ବେଳ ତିନି ରାଜନୈତିକ ଦଳ ପାଇଁ…

ବିଜଦ ପାଇଁ ନହେଉ ଆଉ ଏକ ବିପର୍ଯ୍ୟୟର ବର୍ଷ; ଉତ୍ତରାଧିକାରୀ ବାଛି ପାରିବେ କି ନବୀନ ?

ବିଜୁ ଜନତା ଦଳ ସକାଶେ ୨୦୨୪ ଥିଲା ସବୁଠୁ ଅଶୁଭ ଓ ଭୟଙ୍କର ବର୍ଷ । କିନ୍ତୁ ଆରମ୍ଭ ବେଳେ ବିଜଦ ମନରେ ପରିକ୍ରମା ପ୍ରକଳ୍ପକୁ ନେଇ ବଡ଼ ଆଶା ଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ମା’ ସମଲେଇ…

ନୂଆବର୍ଷ ପାଳିବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ରେ ସମବେଦନା ଜଣାଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତକାଲି ନୂଆ…

ଜୁନ ୨୦୨୫ ସୁଦ୍ଧା ଶେଷ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଜୁନ ୨୦୨୫ ସୁଦ୍ଧା ଶେଷ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ୨୦୨୫ ଜୁନ ସୁଦ୍ଧା ଶେଷ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏନେଇ ସୂଚନା ଦେଲେ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ।…

୪ ଜିଲ୍ଲା ବୁଲିଲେ ନବୀନ; ମୃତ ଚାଷୀଙ୍କ ପରିବାରକୁ ଭେଟିଲେ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ସମୀକ୍ଷା କରିଛନ୍ତି । ପୁରୀ ର ସତ୍ୟବାଦୀ,କଟକ ର ସାଲେପୁର ଜଗତସିଂହପୁର ର ବାଲିକୁଦା ଓ…

୮ IPS ଅଫିସରଙ୍କୁ ମିଳିଲା ପଦୋନ୍ନତି

ଆଜି ୮ ଜଣ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତି ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପିନାକ ମିଶ୍ର, ବି.…

୨୦୨୪ ବର୍ଷରେ ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା

୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ । ଚଳିତ ବର୍ଷ ଚଢାଉ ଓ ମାମଲା ସଂମ୍ପର୍କରେ ତଥ୍ୟ ଦେଇଛି ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ । ତଥ୍ଯ ଅନୁସାରେ ୨୦୨୪ରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି…

ରେମୁଣାରେ ଆଦିବାସୀ ମହିଳାଙ୍କୁ ନିର୍ଯ୍ୟାତନା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ବାଲେଶ୍ୱର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାରେ ନିଆଯାଇଛି କାର୍ଯାନୁଷ୍ଠାନ। ଡିସେମ୍ବର ୨୬ ତାରିଖରେ ବାଲେଶ୍ଵର ଜିଲ୍ଲାର ମୁଖୁରା ପଞ୍ଚାୟତର ଛଣଖଣପୁର ଗ୍ରାମରେ ଆଦିବାସୀ ମହିଳାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାରେ ମୁଖ୍ୟ ଅଭିଯୁକ୍ତ…

ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ପାଇଁ ନୂଆ ଅଧିସୂଚନା

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସଭା ଭବନରେ ପ୍ରବେଶ କରିବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଅନୁମତି । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…