ଦେଶ ଛତିଶଗଡ଼ରେ ୪ ନକ୍ସଲ ନିପାତ January 5, 2025 Papirani ଛତିଶଗଡ଼ର ବସ୍ତର ଜିଲ୍ଲାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାବାହିନୀ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡା ଜଙ୍ଗଲରେ ଚାଲିଥିଲା ଏହି କୋମ୍ବିଂ ଅପରେଶନ୍ । ଏଥିରେ ଡିଆରଜି, ଏସଟିଏଫ୍ ସଂ ୪ ଜିଲ୍ଲାର…
ତାଜା ଖବର ରାଜନୀତି ରାଜ୍ୟ ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ January 5, 2025 Papirani କାର୍-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ…
ଖେଳ ତାଜା ଖବର ସିଡନୀ ଟେଷ୍ଟରେ ଭାରତର ପରାଜୟ; ସିରିଜ ହାରିଲା, ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ବାହାର January 5, 2025 Papirani ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା । ବର୍ଡ଼ର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ସିଡନୀରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ସହ…
ତାଜା ଖବର ରାଜ୍ୟ ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ January 5, 2025 Papirani ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖ ବୁଲିବା ଦେଖିବାକୁ ମିଳିଛି। ଏହି ଡ୍ରୋନଟି ଶ୍ରୀ ମନ୍ଦିର ଚାରି ପାଖରେ ପ୍ରାୟ ଅଧଘଣ୍ଟା ଧରି ବୁଲିଥିଲା ।…
ତାଜା ଖବର ମନୋରଞ୍ଜନ ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ January 3, 2025 Papirani ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦରେ ପୁଷ୍ପା-୨ ପ୍ରିମିୟର ଶୋ ବେଳେ ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ମିଳିଛି ନିୟମିତ ଜାମିନ୍ । ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ ।…
ଦେଶ ରାଜନୀତି ଆପ କୁ ଆପଦା କହିଲେ ପ୍ରଧାନମନ୍ତ୍ରୀ ମୋଦି January 3, 2025 Papirani ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ଅଶୋକ ବିହାରର ରାମଲୀଳା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସେଠାରେ ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…
ତାଜା ଖବର ରାଜ୍ୟ ଜାନୁଆରୀ ୫ ପରେ ରାଜ୍ୟରେ କମିବ ଶୀତ January 3, 2025 Papirani ରାଜ୍ୟରେ ଲାଗିରହିଛି ଶୀତର ପ୍ରକୋପ । ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ…
ବିଶ୍ୱ ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ସଂକ୍ରମଣ January 3, 2025 Papirani କୋଭିଡ ମହାମାରୀର ପରେ ଏବେ ଚୀନରେ ଦେଖାଯାଇଛି ଆଉ ଏକ ନୂଆ ଭାଇରସ ଆତଙ୍କ । ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା ଏଚଏମପିଭି । ଚୀନର କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଦେଖିବାକୁ ମିଳିଛି । ପିଲାଠୁ ବୁଢା…
ତାଜା ଖବର ରାଜ୍ୟ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ January 3, 2025 Papirani ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୩୩ ପ୍ରତିଶତ ରୁ ଅଧିକ…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବ ନବୀନ ସରକାରଙ୍କ ଉପରେ ବର୍ଷିଲେ ମୋହନ ମାଝୀ January 3, 2025 Papirani ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର । ପୂର୍ବ ସରକାର କେବଳ ମିଶନ ପରେ ମିଶନ କରିଚାଲିଲେ, କିନ୍ତୁ ଫଳ…