ତାଜା ଖବର ରାଜନୀତି ରାଜ୍ୟ ସୁନୀତି ମୁଣ୍ତଙ୍କୁ ବିଜେପି ପାର୍ଟି ଅଫିସରୁ ତଡ଼ିଦେଲେ ବିଜେପି କର୍ମୀ September 3, 2024 Papirani ବିଜେପି ପାର୍ଟି ଅଫିସରେ ବିଜେପିରୁ ନିଲମ୍ୱିତ ହୋଇଥିବା ସୁନୀତି ମୁଣ୍ଡଙ୍କୁ ଦୁର୍ବ୍ୟବହାର । ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ ଜୋରଦାର ବିରୋଧ କରିଥିଲେ ବିଜେପି ସଦସ୍ୟ । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଘଉଡ଼ାଇ ରାସ୍ତାରେ…
ତାଜା ଖବର ରାଜ୍ୟ ଚିକିଟି ମଦମୃତ୍ୟୁ ମାମଲା; ଅପମିଶ୍ରଣ ବା ବିଷକ୍ରିୟାରୁ ହୋଇଛି ମୃତ୍ୟୁ ! September 3, 2024 Papirani ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦମୃତ୍ୟୁକୁ ନେଇ ଏମ୍କେସିଜି ଅଧୀକ୍ଷକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ କାରଣ ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ଲାଗୁଛି । ଅପମିଶ୍ରଣ ବା…
ତାଜା ଖବର ରାଜ୍ୟ ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ: ଓଡ଼ିଶା ହାଇକୋର୍ଟ September 3, 2024 Papirani ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କୌଣସି ଲୋକ ଗ୍ୟାସ୍ ଫାଟିବାରେ ଆହତ ହୋଇଛନ୍ତି ତାଙ୍କୁ ୨ଲକ୍ଷ ଓ ମୃତକଙ୍କୁ ମିଳିବ…
ତାଜା ଖବର ଦେଶ ରାଜନୀତି ପଶ୍ଚିମବଙ୍ଗରେ ପାରିତ ହେଲା ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ September 3, 2024 Papirani କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଦଣ୍ଡ ଦେବା ଦାବିରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଆଣିଛନ୍ତି ‘ଅପରାଜିତା ବିଲ୍’…
ତାଜା ଖବର ବ୍ୟବସାୟ ଜୟପୁର ପାଇଁ ଭୁବନେଶ୍ୱରରୁ ଆଉ ଗୋଟିଏ ଇଣ୍ଡିଆ ୱାନ ଏୟାର ବିମାନ September 3, 2024 Papirani ସେପ୍ଟେମ୍ୱର ୪ ତାରିଖରୁ ଭୁବନେଶ୍ବର-ଜୟପୁର ମଧ୍ୟରେ ବିମାନ ସେବା ଆରମ୍ଭ ହେଉଥିବା ନେଇ ଇଣ୍ଡିଆ ୱାନ୍ ଏୟାର କଂପାନି ପକ୍ଷରୁ ସୂଚନା ମିଳିଛି। ସେପ୍ଟେମ୍ୱର ୪ ତାରିଖରୁ ପ୍ରତ୍ୟେକ ସୋମବାର ୨ଟି ଇଣ୍ଡିଆ ୱାନ୍ ଏୟାର ବିମାନ ସକାଳ ୭.୨୦ ମିନିଟ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଗତ ୫ ବର୍ଷ ଭିତରେ ଉଦ୍ଧାର ହୋଇଛନ୍ତି ୨୮୩ ଜଣ ଶିଶୁ ଶ୍ରମିକ September 3, 2024 Papirani ରାଜ୍ୟରେ ୫ ବର୍ଷରେ ୨୮୩ ଶିଶୁ ଶ୍ରମିକ ଉଦ୍ଧାର। ଆଜି ବିଧାନଭାର ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି? ଆଉ ଶିଶୁ ଶ୍ରମିକ…
ତାଜା ଖବର ରାଜ୍ୟ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ September 3, 2024 Papirani ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ । ପାଟଣାଗଡ଼ ଏ. ଡ଼ି. ଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର…
ତାଜା ଖବର ରାଜନୀତି ରାଜ୍ୟ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି September 2, 2024 Papirani ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ…
ଖେଳ ଦେଶ ବିଶ୍ୱ ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର September 2, 2024 Papirani ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ September 2, 2024 Papirani ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପଡ଼ୋଶୀ ଦେଶ ବାଂଲାଦେଶ ହିଂସା ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି।…