Author: Papirani

ଆଜି ବାୟୁସେନାରୁ ବିଦାୟ ନେବ ମିଗ୍-୨୧

ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ ନେଲା ଅବସର ।ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ।ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’ । ଭାରତୀୟ ବାୟୁସେନାର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର। ଆସନ୍ତା ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବ। ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓ ସଂଲଗ୍ନବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ପରବର୍ତ୍ତୀ ସମୟରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡ଼ାରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ଡିଜି

ଆସନ୍ତାକାଲି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମଲିପାଲିରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେବେ । ଓଡ଼ିଶାକୁ ଭେଟି ଦେବେ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ…

ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ମାହାର୍ଦ୍ଦାପଳସା ଗାଁ ଢିପାସାହିର ଆଦିବାସୀ ମହିଳାଙ୍କୁ ଯଶିପୁର ଅବକାରୀ ଥାନା ଅଧିକାରିଣୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ପୂର୍ବରୁ ଜବତ ମଦ ସହ ଫଟୋ ଉଠାଇ…

ମୁଣ୍ଡଳି ପହଞ୍ଚିଲା ହୀରାକୁଦ ପାଣି

ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ । ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଛି ।…

କାଲିଠାରୁ ହେବ ବାଲିଯାତ୍ରା ପ୍ଲଟ୍ ଆବେଦନ

ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତାକାଲିଠାରୁ ପ୍ଲଟ୍ ଆବଣ୍ଟନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । କଟକ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ । କାଲିଠାରୁ ଅକ୍ଟୋବର ୯ ମଧ୍ୟରେ ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର।…

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି…

ଖୋଲିଲା ହୀରାକୁଦ ଡ୍ୟାମ; ୨୦ ଟି ଗେଟରେ ଜଳ ନିଷ୍କାସନ ଜାରି

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍ । ପୁର୍ଵରୁ ୧୬ ଟି ଗେଟ ଖୋଲଥିବା ବେଳେ ଆଉ ୪ ଟି ଗେଟକୁ ମିଶାଇ ବର୍ତମାନ ବାମ ପଟରୁ ୧୩ ଟି ଓ ଡାହାଣ ପଟରୁ ୭ଟି ଗେଟ…

‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ମହିଳା ସାମ୍ବାଦିକଙ୍କ ପାଇଁ କାଲି ଆୟୋଜିତ ହେବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର

ସୁସ୍ଥ ନାରୀ, ସଶକ୍ତ ନାରୀ ଅଭିଯାନ ଅଧୀନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସନ୍ତାକାଲି ଅର୍ଥାତ ୨୬ ତାରିଖ ଅପରାହ୍ନ ୩-୫ ଘଟିକା ମଧ୍ୟରେ ମହିଳା ସାମ୍ବାଦିକ ମାନଙ୍କ ନିମନ୍ତେ ବିଭାଗୀୟ କାର୍ଯ୍ୟାଳୟ ନ’ତାଲାରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ…

ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ନିର୍ବାଚନ ପ୍ରଭାରୀ ଦାୟିତ୍ବ

ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକ୍ସନ୍‌ ଇନଚାର୍ଜ ଦାୟିତ୍ବ ଦିଆଯାଇଛି ଓ ମୁରଲୀଧର ମୋହୋଲ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପୂର୍ବରୁ…